ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳ ମାତ୍ର ୪ ଦିନ
ମାତ୍ର ୪ ଦିନ ପାଇଁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଚିସ୍ ରମେଶ ଡି. ଧାନୁକା । ଜଣେ ମୁଖ୍ୟ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ମାତ୍ର ୪ ଦିନ ହେଉଥିବାରୁ, ଦେଶର ଇତିହାସରେ ଏହା ପ୍ରଥମ ଘଟଣା । ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଆରଡି ଧାନୁକାଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଆଜି ଜଷ୍ଟିସ ଧାନୁକା ଶପଥ ନେଇ କାର୍ଯ୍ୟଭାର ସମ୍ଭାଳିବା ସହ ଆସନ୍ତା ୩୦ […]