ଓଡିଶା

ବିବାଦ ଘେରରେ ବୋଲଗଡ଼ ତହସିଲଦାର, ପୁରୁଣା ପ୍ରକୃତି ଛାଡିବାକୁ ନାରାଜ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ବିବାଦ ଘେରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତହସିଲ କାର୍ଯ୍ୟାଳୟ । ଏହାର ପ୍ରମୁଖ କାରଣ ହେଉଛି ତହସିଲଦାର ଓ ଓକିଲ ସଂଘ ମଧ୍ୟରେ ଚାଲିଥିବା ବିବାଦ । ଏଠାରେ ସୂଚନା ଯୋଗ୍ୟ ଯେ ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ଜନୈକ ମହିଳାଙ୍କୁ ଦୁର୍ବ୍ୟବହାର ପଦର୍ଶନକୁ ନେଇ ଭିଡିଓ ଭାଇରାଲ ହେବାପରେ ରାତି ଅଧିଆ ତହସିଲଦାର ନିବେଦିତା ପରିଡାଙ୍କୁ ବୋଲଗଡ ତହସିଲକୁ ବଦଳି କରାଯାଇଥିଲା […]

ଓଡିଶା

ଅଷ୍ଟମ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ…

ବୋଲଗଡ, (ଏଫ୍ଟୁଏସ୍) ୦୮/୦୭ : ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସମସ୍ତ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଷ୍ଟମ ସମ୍ମିଳନୀ ପିଚୁକୁଳିସ୍ଥିତ ଶ୍ରୀ ରଘୁନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଜିଲ୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ସ୍ନିଗ୍ଧା ମିଶ୍ରଙ୍କ ସମେତ ପ୍ରାକ୍ତନ ମଣ୍ଡଳ ସଂଯୋଜକ ପଦ୍ମ ଚରଣ ବେହେରା, ମଣ୍ଡଳ ସଂଯୋଜକ କୈଳାସ […]

ଓଡିଶା

ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ…

ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ… ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ । ୧୯ ହଜାର ୨୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଛି ଭିଜିଲାନ୍ସ ଟିମ୍ । ବୋଲଗଡ଼ର ଖଙ୍ଗୁରିଆ ପଞ୍ଚାୟତରେ ନିର୍ମାଣାଧୀନ କୋଠଘର ବିଲ କରିବା ନିମନ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଲାଞ୍ଚ ମାଗିଥିଲେ ନୃସିଂହ । ଅଭିଯୋଗକାରୀ ଦାମୋଦର ନାୟକଙ୍କ ଅଭିଯୋଗକ୍ରମେ ଭୁବନେଶ୍ୱର ଭିଜିଲାନ୍ସ ଡିଏସପି ମମତା ପ୍ରଧାନ ଓ ନୟାଗଡ ଭିଜିଲାନ୍ସ […]

ଓଡିଶା

ପାଣି ପାଇଁ ବ୍ଲକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ…

ବୋଲଗଡ, ୨୨/୦୬ : ପାଣି ପାଇଁ ହାହାକାର । ଦୀର୍ଘ ୨ମାସ ଧରି ୩୦ଗୋଟି ପରିବାର ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବୋଲଗଡ଼ ବ୍ଲକର ଅସରଳା ପଞ୍ଚାୟତ ନନ୍ଦସାହିର ବାସିନ୍ଦାମାନେ ଶୁକ୍ରବାର ଦିନ ଗରାମାଠିଆ ବାଲଟି ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନାରୁ ପ୍ରକାଶ ଯେ, ଏହି ସାହିଟି ଏକ ଉଚ୍ଚା ସ୍ଥାନରେ ଅବସ୍ଥିତ ଥିବାରୁ ପାଇପଯୋଗେ ପାନୀୟ ଜଳ ଯିବାରେ ବହୁ ଅସୁବିଧା ସୃଷ୍ଟି […]

ଓଡିଶା

ବ୍ଲକ କାର୍ଯ୍ୟାଳୟରେ ବିଧାୟକଙ୍କ ପ୍ରଥମ ସମୀକ୍ଷା ବୈଠକ…

ବୋଲଗଡ, ୨୨/୦୬ : ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ପ୍ରଦୀପ କୁମାର ସାହୁ ବିଜୟ ଲାଭ କରି ଶପଥ ନେବାପରେ ପ୍ରଥମ ଥର ପାଇଁ ବୋଲଗଡ଼ ଅଞ୍ଚଳକୁ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ଲକ ପରିସରରେ ଥିବା ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ବିଭିନ୍ନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷଅଠିତ ହୋଇଯାଇଛି । ବିଶେଷ କରି ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ପ୍ରକଳ୍ପ ଗୁଡିକର ଶୀଘ୍ର ସମ୍ପୂର୍ଣ୍ଣ […]

ଓଡିଶା

ବୋଲଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ…

ବୋଲଗଡ, ୨୨/୦୬ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଦଶମ ଆନ୍ତର୍ଜାତିକ ଯୋଗଦିବସ ବୋଲଗଡ଼ ବ୍ଲକ୍ ପ୍ରଶାସନ ପକ୍ଷରୁ ବଡ଼ କୁମାରୀ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲାଶ ପ୍ରଧାନ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ନବନିର୍ବାଚିତ ବିଧାୟକ ପ୍ରଦୀପ କୁମାର ସାହୁ, ବିଡ଼ିଓ ଶରତ କୁମାର ମଲ୍ଲିକ, ତହସିଲଦାର ନିବେଦିତା ପରିଡ଼ା, ଅତିରିକ୍ତ ବିଡ଼ିଓ ରତିକାନ୍ତ ମିଶ୍ର, […]