ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପାରାଦ୍ୱୀପରେ ସୁରକ୍ଷା ବ୍ୟବସ୍ଥା କଡାକଡି
ପାରାଦ୍ୱୀପ, ୨୬/୧୧ (ରୀତା ସାହୁ) : ପବିତ୍ର କାର୍ତିକ ପୂର୍ଣ୍ଣମୀ ଅବସରରେ ଅର୍ଥାତ୍ ନଭେମ୍ବର ୨୭ ତାରିଖରେ ପାରାଦ୍ୱୀପ ଗସ୍ତରେ ଆସୁଛନ୍ତି ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ରାଷ୍ଟ୍ରପତିଙ୍କ ଗସ୍ତ ଜନିତ ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି ପାରାଦ୍ୱୀପ କେନ୍ଦ୍ରାଂଚଳ ଆଇଜି ଆଶିଷ କୁମାର ସିଂ । କାର୍ତିକ ପୂର୍ଣ୍ଣମୀ ଅବସରରେ ପାରାଦ୍ୱୀପ ବନ୍ଦର ତରଫରୁ ଆୟୋଜିତ ବୋଇତବନ୍ଦାଣ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି […]