ମର୍ମନ୍ତୁଦ ବାଇକ ଦୁର୍ଘଟଣା, ଚାଲିଗଲା ଯୁବକଙ୍କ ଜୀବନ…
ନୂଆପଡ଼ା : ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କ୍ଷୀରମାଲ୍ ଗାଁ କପା ଗୋଦାମ୍ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଘଟଣାରେ ସେହି ଗାଁର ଜଣେ ଯୁବକ ଅଭୟ ଶବରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଗତକାଲି ରାତି ପ୍ରାୟ 11ଟା ସମୟରେ ନିକଟସ୍ଥ ଲର୍କା ଗାଁକୁ କିଛି ଜିନିଷ ଆଣିବାକୁ ଯାଇଥିଲେ । ତେବେ ସେଠାରୁ ଫେରିବା ସମୟରେ ଭାରସାମ୍ୟ […]