ଓଡିଶା

ଅନକାପୁରରେ ମା’ ଶ୍ୟାମା ଲକ୍ଷ୍ମୀ ପୂଜା ଉଦଯାପିତ…

ନୂଆପଡ଼ା, ୧୫ ନଭେମ୍ବର : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଲର୍କା ଗ୍ରାମ ପଂଚାୟତ ଅନ୍ତର୍ଗତ ଅନକାପୁର ଗ୍ରାମରେ ୪୦ ତମ ମା’ ଶ୍ୟାମା ଲକ୍ଷ୍ମୀ ପୂଜା ଉଦଯାପିତ ହୋଇଯାଇଛି । ଦୀର୍ଘ ପାଂଚ ଦିନ ଧରି ଅନୁଷ୍ଠିତ ଏହି ପୂଜା ରୀତିନୀତି ସହକାରେ ସମ୍ପନ୍ନ ହୋଇଛି । ଏହି ଅବସରରେ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ପ୍ରତ୍ୟେକ ରଜନୀରେ ଆୟୋଜକ କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ପୂଜା ଅବସରରେ କର୍ତା ଭାବରେ ସୀତାକାନ୍ତ […]

ଓଡିଶା

ଲର୍କାରେ ୩୫ତମ ବୀର ସୁରେନ୍ଦ୍ର ସାଏ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କାରେ ୩୫ ତମ ବୀର ସୁରେନ୍ଦ୍ର ସାଏ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ଖେଳାଳୀଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶା ସମଲେଇ ସେନା ସଭାପତି ପ୍ରଦୀପ ଧିଣ୍ଡିଆ, ରୋକାଲ ଗ୍ରାମପଞ୍ଚାୟତ ସରପଞ୍ଚ ଠାକୁର ବାଗ, କିରଣ ସରାଫ, ଅବସରପ୍ରାପ୍ତ ସୈନିକ ପିତାମ୍ବର ବାଗ, […]

ଓଡିଶା

ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଲର୍କା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ…

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଲର୍କା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସିଆରସିସି ସଂଯୋଗ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବନବିହାରୀ ମେହେର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଲର୍କା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରେଶ ଚନ୍ଦ୍ର ମାଝୀ, ଅଙ୍କନ ସିଂ ମାଝୀ, ତ୍ରିଲୋଚନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । […]

ଓଡିଶା

କରଙ୍ଗାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ…

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ କରଙ୍ଗାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ କରଙ୍ଗାମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ମେହେର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସଙ୍କୁଳ ସଂଯୋଜକ ରମେଶ କୁମାର ମେହେର, କରଙ୍ଗାମାଳ ସରସ୍ଵତୀ ଶିଶୁ ମନ୍ଦିର ସଭାପତି ତଥା ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଚୈତନ୍ୟ ହୋତା ଉପସ୍ଥିତ ରହି ଛାତ୍ରଛତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ । ଏହି ମେଳାରେ […]

ଓଡିଶା

ଦୀର୍ଘ ବର୍ଷର ସମସ୍ୟାର ହେଲା ସମାଧାନ …

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ରୋକାଲରେ ମାନ୍ୟବର ଖଡିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ କର କମଳରେ ଉଦଘାଟିତ ହେଲା ସାପ୍ତାହିକ ବଜାର । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବୋଡ଼େନ ବ୍ଲକ ଚେୟାରମ୍ୟାନ ପ୍ରେମଶିଳା ନାଗ, ରୋକାଲ ସରପଞ୍ଚ ଠାକୁର ବାଗ, ସମିତି ସଭ୍ୟା ମମତା ପଟ୍ଟନାୟକ, ବୋଡେନ ଥାନା ଆଇଆଇସି ଗୋବିନ୍ଦ ମାଝୀ, […]