ଓଡିଶା

ଅନକାପୁରରେ ମା’ ଶ୍ୟାମା ଲକ୍ଷ୍ମୀ ପୂଜା ଉଦଯାପିତ…

ନୂଆପଡ଼ା, ୧୫ ନଭେମ୍ବର : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଲର୍କା ଗ୍ରାମ ପଂଚାୟତ ଅନ୍ତର୍ଗତ ଅନକାପୁର ଗ୍ରାମରେ ୪୦ ତମ ମା’ ଶ୍ୟାମା ଲକ୍ଷ୍ମୀ ପୂଜା ଉଦଯାପିତ ହୋଇଯାଇଛି । ଦୀର୍ଘ ପାଂଚ ଦିନ ଧରି ଅନୁଷ୍ଠିତ ଏହି ପୂଜା ରୀତିନୀତି ସହକାରେ ସମ୍ପନ୍ନ ହୋଇଛି । ଏହି ଅବସରରେ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ପ୍ରତ୍ୟେକ ରଜନୀରେ ଆୟୋଜକ କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ପୂଜା ଅବସରରେ କର୍ତା ଭାବରେ ସୀତାକାନ୍ତ […]

ଓଡିଶା

ସଡକ ଦୁର୍ଘଟଣାରେ ପରପାରିରେ କାର୍ଯ୍ୟନିର୍ବାହୀ ଅଧିକାରୀ…

ନୂଆପଡା : ଟ୍ରାକ୍ଟର ଧକ୍କାରେ ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ । ନୂଆପଡା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେରୁ ମହଗାଁ ଯିବା ରାସ୍ତାରେ ଟ୍ରାକ୍ଟର ଧକ୍କାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ କିରେଝୋଲା ଗ୍ରାମର ସତ୍ୟ ମାଝୀ । ସିନାପାଲି ବ୍ଲକ କରନବାହାଲି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ସତ୍ୟ ମାଝୀ । କୌଣସି ଏକ […]