ଭେଣ୍ଡିଂ ଜୋନରେ ଦୀର୍ଘ ଦିନ ଦୋକାନ ବନ୍ଦ କିମ୍ବା ଭଡାରେ ଦେଲେ ହେବ କାର୍ଯ୍ୟାନୁଷ୍ଠାନ…
ଭୁବନେଶ୍ୱର, ୨୧/୧୧ : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସାଧାରଣ ବୈଠକ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଏମସି କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଭାଷଣ ଦେବା ପରେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ପୂର୍ବ ବୈଠକର ପ୍ରସ୍ତାବଗୁଡିକ ଆଗତ କରିଥିଲେ । ସେଗୁଡିକ ସର୍ବସମ୍ମତି କ୍ରମେ ଗୃହୀତ ହେବା ପରେ ଆରମ୍ଭ ହୋଇଥିଲା ପ୍ରଶ୍ନୋତର କାର୍ଯ୍ୟକ୍ରମ ।ବସ୍ତି ବାସିନ୍ଦା ତଥା ଭୁବନେଶ୍ୱରରେ ଘର […]