ଓଡିଶା

ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ । ଆକ୍ସନ ମୁଡରେ ବିଏମସି…

ଆକ୍ସନ ମୁଡରେ ବିଏମସି । ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ । ସପ୍ତାହକ ଭିତରେ ସରିବ ଡ୍ରେନ ବାରିକେଡ୍ କାମ । ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ମସଜିଦ୍‌ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ କାର୍ଯ୍ୟ ତତ୍ପରତା ଦେଖାଇଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ଵର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ ରହିଛି । ସେଥିରୁ ବିଏମସି ଅଧୀନରେ ୧୩୮୦ କିଲୋମିଟର ଡ୍ରେନ ରହିଛି । ଏହା ଭିତରେ ରହିଛି ୨୭ […]

ଓଡିଶା

ଗତ ୨୦ ବର୍ଷ ମଧ୍ୟରେ ଗଣମାଧ୍ୟମର କ୍ରମବିକାଶ ଘଟିଛି – ମେୟର

ଭୁବନେଶ୍ୱର, ୧୭/୧୧ (ଅଭିଜିତ୍ ସିଂ) : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇଯାଇଛି । ବିଏମ୍ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଂଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ କର୍ପୋରେଟରମାନେ ମଂଚାସୀନ ଥିଲେ ।ଜାତୀୟ ଗଣମାଧ୍ୟମ ଦିବସ ଅବସରରେ […]

ଓଡିଶା

ଆଜିଠୁ ଖୋଲିଲା ଭୁବନେଶ୍ୱରର ୧ ନମ୍ବର ହାଟ…

ଆଜିଠୁ ଖୋଲିଛି ଭୁବନେଶ୍ୱରର ୧ ନମ୍ବର ହାଟ । ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଆଜିଠାରୁ ହାଟ ଖୋଲିବା ନେଇ ସୂଚନା ଦେଇଥିଲେ । ହାଟ ପରିସରରେ ପାର୍କିଂ ସମସ୍ୟା, ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣି ଓ ରାସ୍ତା ଜବର ଦଖଲ ଉଚ୍ଛେଦ ଭଳି ଦାବି ନେଇ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ-୧ର ବ୍ୟବସାୟୀ ସଂଘ । ଫଳରେ ୧ ନମ୍ବର ହାଟ ବନ୍ଦ ରହିଥିଲା । ଗତକାଲି ବିଏମସିର […]