ଡେଙ୍ଗୁ ହେଲେ ଆସପିରିନ୍ ତଥା ଅନ୍ୟ କୌଣସି ଷ୍ଟେରୋଏଡ୍ ଓ ଆଣ୍ଟିଇନଫାମେଟୋରୀ ଔଷଧ ମନା…
ବିଶ୍ବରେ ଡେଙ୍ଗୁର ପ୍ରଭାବ- ଡେଙ୍ଗୁ ବର୍ତ୍ତମାନ ସମୟରେ ଏକ ମହାମାରୀ ଭାବେ ଉଭା ହୋଇଛି । ଏହା ହେଉଛି ମଶାବାହିତ ସଂକ୍ରମଣ ରୋଗ । ୨୦୨୪ ବର୍ଷର ଆରମ୍ଭରୁ ଅଦ୍ୟାବିଧ ମୋଟ ୮୪ଟି ଦେଶରେ ୧୧ ମିଲିୟନ ଲୋକଙ୍କୁ ଡେଙ୍ଗୁ ବ୍ୟାପଥିବାବେଳେ, ଏଥିରେ ୭ ହାଜରରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ହାନୀ ହୋଇଥିବା ଜଣାପଡିଛି । ମୁଖ୍ୟତଃ ୱାର୍ଲ୍ଡ ହେଲଥ୍ ଅର୍ଗନାଇଜେସନ୍ (WHO) ଏବଂ ପାନ ଆମେରିକା ହେଲଥ୍ ଅର୍ଗାନାଇଜେସନ୍ (PAHO) ଅଞ୍ଚଳରେ ଡେଙ୍ଗୁର ବ୍ୟାପକତା ରହିଛି […]