କୁହୁଳୁଛି ବିଜେପି ! ଦଳୀୟ କର୍ମୀଙ୍କୁ ଖଲାସ ଦାବିରେ ଆନ୍ଦୋଳନ ଜାରି
ଜଗତସିଂହପୁର (ରୀତା ସାହୁ): ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନ ସମୟରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଦଳୀୟ କର୍ମୀଙ୍କୁ ଅନ୍ୟାୟ ଭାବେ ପୁଲିସ ଗିରଫ କରିବା ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ପ୍ରଶାସନ ତୁରନ୍ତ ଦଳୀୟ କର୍ମୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିବା ଦାବିରେ ଜିଲ୍ଲା ଏସ୍ସିଙ୍କୁ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ବିଭୁପ୍ରସାଦ ତରାଇ, ସମ୍ପଦ ସ୍ଵାଇଁ, ରାଜ କିଶୋର […]