ନବୀନଙ୍କ ‘ଛାୟା କ୍ୟାବିନେଟ’ । ଆଗାମୀ ଦିନରେ କହିବ କେତେ ସଫଳ, କେତେ ବିଫଳ…
ବ୍ୟୁରୋ, (ଏଫ୍ଟୁଏସ୍) ୧ ୮/୦୭ : ରାଜ୍ୟରେ ପ୍ରଥମଥର ପାଇଁ ଲାଗୁ ହେଲା ‘ଛାୟା କ୍ୟାବିନେଟ’ । ବିଟ୍ରିଶ ମଡେଲକୁ ନକଲ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ୫୦ଜଣ ବିଧାୟକଙ୍କୁ ବିଭିନ୍ନ ବିଭାଗମାନ ବଣ୍ଟନ ହୋଇଛି । ସରକାରଙ୍କ ପ୍ରତିଟି ବିଭାଗ ଉପରେ ଜଣେ ଲେଖାଏଁ ବିଜେଡି ବିଧାୟକ ରଖିବେ ନଜର । ଏମିତିକି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦୁଇ ତିନି ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ […]