ଓଡିଶା

ବିଜେବି କଲେଜ MAJMC ବିଭାଗର ପ୍ରଥମ ବନ୍ଧୁ ମିଳନ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ବିଜେବି ଏମ୍.ଏ.ଜେ.ଏମ୍.ସି ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଠନ ହୋଇଥିବା ଆଲୁମିନା ଆସୋସିଏସନ୍ ର ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରେ ଆୟୋଜିତ ଏହି ମିଳନ ପର୍ବରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ଅଭିଜ୍ଞତା ବଖାଣିଥିଲେ । ଏହି ଅବସରରେ କଲେଜରେ ବିତିଥିବା ସ୍ମରଣୀୟ ମୁହୂର୍ତ୍ତକୁ ପୁନଃ ସ୍ମରଣ କରି ନାଚଗୀତ ଓ ଭୋଜିଭାତର ମଜା ନେଇଥିଲେ ସମସ୍ତ ଆଲୁମିନା […]

ଓଡିଶା

ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଓଡିଶା ବନ୍ଦ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଓଡିଶା ବନ୍ଦ । ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ରାସ୍ତାକୁ ଓହ୍ଳାଇଛି ନବନିର୍ମାଣ କୃଷକ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ । ବିଭିନ୍ନ ସ୍ଥାନରେ ଟାୟାର ଜାଳି ପିକେଟିଂ କରି ରାସ୍ତାରୋକ୍ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଡାକରା ଦିଆଯାଇଛି । ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ । ବନ୍ଦ ପାଳନ ସମୟରେ […]