ୟୁପିଏସସିରୁ ଉତ୍ତୀର୍ଣ୍ଣ ଅଧିକାରୀ ‘ଡକାୟତ’, କହୁ କହୁ କହିଦେଲେ କେନ୍ଦ୍ରମନ୍ତ୍ରୀ
ବାଲିଆପାଳ : ୟୁପିଏସସି ପାଇଥିବା ଅନେକ ବଡ ବଡ ଅଧିକାରୀଙ୍କୁ ଡକାୟତ ବୋଲି ସମ୍ବୋଧନ କରି ଏବେ ହରଡ ଘଣାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏପରିକି ସେ କହିଛନ୍ତି ଯେ, ଚିକେନ ଚୋର ଏଠି ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଉଛି, ମାତ୍ର ବଡ ବଡ ଖଣି ଚୋର ଏଠି ଖୁଲମଖୋଲା ବୁଲୁଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ବିଜେପି ନେତାଙ୍କ ଏହି ବୟାନ ଏବେ ଚାରିଆଡେ ରାଜନୈତିକ ଉଷ୍ମତାକୁ ବୃଦ୍ଧି କରିଛି । ବାଲେଶ୍ୱର […]