ଓଡିଶା

କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା…

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଫୁଲବାଣୀ ସେନାପତି ରେସିଡେନ୍ସିଠାରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିସେଶ୍ୱର ଟୁଡୁ ଯୋଗ ଦେଇଥିଲେ । ସେହିପରି ସମ୍ନାନିତ ଅତିଥି ଭାବେ ରାଜ୍ୟ ପ୍ରଭାରୀ ପବିତ୍ର ମୋହନ ଦାଶ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଲିଙ୍ଗରାଜ ଦଳବେହେରା ସାଧାରଣ ସମ୍ପାଦକ, ଜିଲ୍ଲା ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ ବିଧାୟକ […]

ଓଡିଶା

ପଦ୍ମ ଧରିଲେ ଅବସରପ୍ରାପ୍ତ ସେନା କର୍ମଚାରୀ…

କୋଟପାଡ଼ : ମୋଦି ସରକାରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପଦ୍ମ ଧରିଲେ ଅବସରପ୍ରାପ୍ତ ସେନା କର୍ମଚାରୀ । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁଙ୍କ କୋଟପାଡ଼ ଗ୍ରସ୍ତ ସମୟରେ କୋଟପାଡ଼ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ଏବଂ କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ ଉପରେ ଆସ୍ଥା ଏବଂ ବିଶ୍ୱାସ ରଖି ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ୫ ଜଣ ଅବସର ପ୍ରାପ୍ତ ସେନା କର୍ମଚାରୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି […]