ଦଣ୍ଡିଲୋ ଗ୍ରାମରେ ଵୋମା ମାଡ଼ । ପୂର୍ବ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା ସନ୍ଦେହ…
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଢ଼େଇଶାସନ ପଂଚାୟତ ଦଣ୍ଡିଲୋ ଗ୍ରାମରେ ଵୋମା ମାଡ଼ ହୋଇଥିବା ସୂଚନା । ଦଣ୍ଡିଲୋ ଗ୍ରାମର ସୁରେନ୍ଦ୍ର ନାଥ ସାହୁଙ୍କ ଘର ସମ୍ମୁଖରେ ବୋମାମାଡ ହୋଇଥିବା ଜଣାପଡିଛି । ବୋମା ମାଡର କାରଣ ଆସ୍ପଷ୍ଟ ରହିଛି । ତେବେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ବୋମା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା […]