ଓଡିଶା

ଚିର ଅମର ହୋଇଗଲେ ସମାଜସେବୀ ବିରେନ୍ଦ୍ର ପ୍ରସାଦ ସ୍ୱାଇଁ…

ବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ : ମୃତ୍ୟୁ ପରେ ବି ଅମର । ନିଜର ଅଙ୍ଗଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବରିଷ୍ଠ ସମାଜସେବୀ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ତାଙ୍କ ପାଇଁ ଦୁଇ ଜଣ ପାଇଛନ୍ତି ନୂଆ ଜୀବନ । ଏପରି ଘଟଣା ଘଟିଛି କଟକ ବଡ଼ ଡାକ୍ତରଖାନାରେ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢ଼ୁଆ ଗ୍ରାମର ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ସୂଚନା ମୁତାମକ, ରବିବାର ଦିନ ଏକ ଭୋଜିଖାଇ ରଘୁନାଥପୁର […]