ଓଡିଶା

କେଉଁଠି ରହିଲା ଭୁଲ୍ ? ଶିକ୍ଷା ଅଧିକାରୀଙ୍କୁ ମାଡ ମାରିଲେ ଶିକ୍ଷୟତ୍ରୀ ଓ ତାଙ୍କ ସ୍ବାମୀ…

ଜିଲ୍ଲାର ଜଣେ ଶିକ୍ଷା ଅଧିକାରୀଙ୍କ ଉପରକୁ କାହିଁକି ହାତ ଉଠାଇଲେ ଦମ୍ପତି ତାକୁ ନେଇ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚା । ଶୁଣିବାକୁ ମିଳିଛି ଯେ ଦୀର୍ଘ ଦିନ ଧରି ଶାନ୍ତିଲତା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ବିନା କରାଣରେ ଏବଂ ବିନା ନୋଟିସରେ ତାଙ୍କର ଦରମା କାହିଁକି ବନ୍ଦ କରାଯାଇଛି ବୋଲି ସେ ଧାରଣା ଦେଇଥିବାବେଳେ ଘଟଣାକୁ ବିତିଲାଣି ଦୀର୍ଘ ସାଢ଼େ ୪ ମାସ । ଏଠି ପ୍ରଶ୍ନ ଉଠୁଛି ଯେ, […]