ଓଡିଶା ଓପିନିୟନ୍ ପୋଲ୍

ଆଗାମୀ ବାଚସ୍ପତି ହେବେ ବିକ୍ରମ କେଶରୀ ଆରୁଖ !

ଆସନ୍ତା ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏ ନେଇ ଆଜି ବିଧାନସଭା ସଚିବଙ୍କ ନିକଟରେ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ । ଏହି ସମୟରେ ତାଙ୍କ ସହ ପ୍ରଣବ ପ୍ରକାଶ ଦାଶ, ନିରଞ୍ଜନ ପୂଜାରୀ, ସମୀର ଦାସ, ଭୂପିନ୍ଦର ସିଂ, ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷେ ବିରୋଧୀଙ୍କ ପାଖରେ ସଂଖ୍ୟା ନଥିବାରୁ ବିଜେଡି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । […]