ଓଡିଶା

ଭୁବନେଶ୍ୱରରେ ବାଇକର୍ସଙ୍କ ପକ୍ଷରୁ “ମେରା ରଙ୍ଗଦେ ବସନ୍ତି ଚୋଲା” କାର୍ଯ୍ୟକ୍ରମ ଆୟୋଜିତ…

ଭୂବନେଶ୍ୱର : ରକ୍ତ ରାସ୍ତାରେ ନୁହେଁ ଦେଶର ଯବାନଙ୍କ ପାଇଁ ଦିଅନ୍ତୁ । ଏହି ବାର୍ତ୍ତା ନେଇ ଭୁବନେଶ୍ୱରରେ ବାଇକର୍ସ ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ପ୍ରୟାସ । ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରରେ ଓଡିଶା ବାଇକର୍ସଙ୍କ ପକ୍ଷରୁ ନିଆରା ଢଙ୍ଗରେ “ମେରା ରଙ୍ଗଦେ ବସନ୍ତି ଚୋଲା” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବାଇକ ରାଣୀ ଅମିତା ସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ […]