ବିକାନେର ଏକ୍ସପ୍ରେସ ଲାଇନଚ୍ୟୁତ, ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା
ପଶ୍ଚିମବଙ୍ଗରେ ବିକାନେର ଏକ୍ସପ୍ରେସ ଲାଇନଚ୍ୟୁତ । ପଶ୍ଚିମବଙ୍ଗର ଦୋମୋହାଣିରେ ଘଟିଛି ବଡ଼ ଧରଣର ଅଘଟଣ । ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ତେବେ ଟ୍ରେନ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ପାଟନାରୁ-ଗୌହାଟୀ ଯାଉଥିବା ବେଳେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । କିଛି ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଅପରପକ୍ଷେ ଲାଇନଚ୍ୟୁତ ବଗିରେ […]