ଓଡିଶା

ଜରାଜୀର୍ଣ୍ଣ ଅବସ୍ଥାରେ ଓଡିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତି…

ହିନ୍ଦୋଳ : ଓଡିଶାରେ ମିଳୁନି ବରପୁତ୍ରଙ୍କୁ ସମ୍ମାନ । ବରପୁତ୍ରଙ୍କ ସୁଯୋଗ୍ୟ ସନ୍ତାନ ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟର ଶାସନ ଭାରରେ ରହି ମଧ୍ୟ ନିଜ ପିତାଙ୍କୁ ସମ୍ମାନ ଦେବାର ବିଫଳ ହୋଇଛନ୍ତି । ଏ ଦୃଶ୍ୟ ହେଉଛି ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆବଗ ପଞ୍ଚାୟତରେ ଥିବା ସିଦ୍ଧେଶ୍ଵର ଉଚ୍ଚ ବିଦ୍ୟାଳୟର । ଏହି ବିଦ୍ୟାଳୟ ପରିସରରେ ରାଜନୈତିକ ଅଭିସନ୍ଧି ରଖି ବିଗତ ୨୦୦୬ ମସିହାରେ ପ୍ରତିଷ୍ଠା ହୋଇଥିଲା ବରପୁତ୍ର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି […]

ଓଡିଶା

ସ୍ବର୍ଗତଃ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ କାଳିମେଘିରେ ରକ୍ତଦାନ ଶିବିର ଅନୁଷ୍ଠିତ

ଗଞ୍ଜାମ : ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ କାଳିମେଘି ପଞ୍ଚାୟତର କାଳିମେଘି ଜାଗିଲିପଦର ହାଇସ୍କୁଲରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରୀପାଠୀ ଓ ସମାଜସେବୀ ବିଶ୍ବାମିତ୍ର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି […]