ଓଡିଶା

ବେଗୁନିଆପଡାରେ ଆତ୍ମାର ଅଧ୍ୟକ୍ଷ ହେଲେ ବିଜୟ କୁମାର ପ୍ରଧାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡାରେ ଆତ୍ମାର ଅଧ୍ୟକ୍ଷ ହେଲେ ବିଜୟ କୁମାର ପ୍ରଧାନ । ବେଗୁନିଆପଡାରେ କୃଷି ସୂଚନା ଓ ପରାମର୍ଶ କାର୍ଯ୍ୟାଳୟରେ ଆତ୍ମାର ସମସ୍ତ ସଦସ୍ୟ ଉପସ୍ଥିତ ରହି ଅଧ୍ୟକ୍ଷ ଚୟନ କରିଛନ୍ତି । ପ୍ରଥମେ ସଦସ୍ୟ ପଦ୍ମ ଚରଣ ସ୍ୱାଇଁ ଅଧ୍ୟକ୍ଷ ଭାବେ ବିଜୟ କୁମାର ପ୍ରଧାନଙ୍କୁ ପ୍ରସ୍ତାବ ଦେଇଥିଲେ । ପରେ ସଦସ୍ୟା ସୁନିତା ନାୟକ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହାପରେ ସମସ୍ତ ସଭ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ […]