ବେଗୁନିଆପଡାରେ ବିଜେଡି ଭିତରେ ଜଳୁଛି ନିଆଁ । ଦଳର ଜନସମ୍ପର୍କ ପଦଯାତ୍ରାରେ ବ୍ଲକ ସଭାପତି ଅନୁପସ୍ଥିତ
ବେଗୁନିଆପଡା ବ୍ଲକରେ ବିଜେଡିର ଜନସମ୍ପର୍କ ଯାତ୍ରା ଆରମ୍ଭ । ମାତ୍ର ଏହି ଜନସମ୍ପର୍କ ଯାତ୍ରାରେ ସଭାପତିଙ୍କ ଅନୁପସ୍ଥିତିକୁ ନେଇ ରାଜନୀତି ସରଗରମ ହୋଇଛି । ଅକ୍ଟୋବର ଦୁଇ ତାରିଖରୁ ନଭେମ୍ବର ଦୁଇ ତାରିଖ ପର୍ଯ୍ୟନ୍ତ ଜନ ସମ୍ପର୍କ ଯାତ୍ରା ପାଇଁ ବିଜୁ ଜନତା ଦଳର ନିଷ୍ପତ୍ତି କ୍ରମେ ଗୁରୁବାର ଦିନ ବେଗୁନିଆପଡା ବ୍ଲକରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । ବେଗୁନିଆପଡାର ଶ୍ରୀ ଶ୍ରୀ ସିଦ୍ଧେଶ୍ୱରଙ୍କ ମନ୍ଦିର ନିକଟରୁ […]