ଦେଶ ବିଦେଶ

ପୂର୍ବତନ ମନ୍ତ୍ରୀଙ୍କ ବାପାଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ…

ବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ :  ବିହାରରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ବଢିବାରେ ଲାଗିଛି ଅପରାଧ । ମଙ୍ଗଳବାର ବିକାଶଶୀଳ ଇନସାନ୍ ପାର୍ଟି (ଭିଆଇପି)ର ମୁଖ୍ୟ ତଥା ବିହାର ସରକାରରେ ପୂର୍ବରୁ ମନ୍ତ୍ରୀ ଥିବା ମୁକେଶ ସାହାଣୀଙ୍କ ବାପା ଜୀତନ ସାହାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧୀମାନେ ସମାଲୋଚନା କରିଛନ୍ତି । ପୁଲିସ୍ […]

ଦେଶ ବିଦେଶ

ନଦୀ ଉପର ଦେଇ ବ୍ରିଜରେ ଯାଉଥିଲା ଟ୍ରେନ୍ । ସ୍ପାଇଡରମ୍ୟାନ୍ ଷ୍ଟାଇଲରେ ମୋବାଇଲ୍ ଚୋରି କଲା ଚୋର

ବ୍ରିଜ ଉପରେ ଜୁକ୍ ଜୁକ୍ ଶବ୍ଦ କରି ଚାଲିଥିଲା ଟ୍ରେନ୍ । ଜଣେ ଯୁବକ ଗେଟ୍ ପାଖରେ ବସି ନଦୀର ସୌନ୍ଦର୍ଯ୍ୟକୁ ନିଜ ମୋବାଇଲ ଫୋନରେ ଉତ୍ତୋଳନ କରୁଥିଲେ । ହଠାତ୍ ସେ ଆବାକ୍ ହୋଇ ପଡିଲେ । କିଛିକ୍ଷଣ ପରେ ତାଙ୍କୁ ଜଣାପଡିଥିଲା ଯେ ତାଙ୍କ ମୋବାଇଲ ଫୋନ୍ ଚୋରି ହୋଇଯାଇଛି । ଆଉ ସେତେବେଳେକୁ କିଛି ଶେଷ ନାହିଁ । ଏ ଦୃଶ୍ୟ ହେଉଛି ବିହାରର ବେଗୁସରାଇର । ଅନେକ ସମୟରେ ଚଳନ୍ତା ଟ୍ରେନରୁ […]