ଗାନ୍ଧି-ବିନୋବାଙ୍କ ସଂଯୋଗ ଦେଶ ପାଇଁ ଏକ ବଡ ବରଦାନ…
ଭୁବେନଶ୍ୱର, ୧୬ ନଭେମ୍ବର : ଭାରତ ରତ୍ନ ସନ୍ଥ ବିନୋବାଙ୍କର ୪୧ତମ ଶ୍ରାଦେ୍ଧାସôବ ଓ ଜାତୀୟ ସ୍ତରୀୟ ଗାନ୍ଧି ବିନୋବା ଦଶର୍ନ କମର୍ଶାଳା ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ସମରକ୍ରାନ୍ତି ସେନା ଦ୍ୱାରା ଆୟୋଜିତ ଓ ଓଡିଶା ଗାନ୍ଧି-ବିନୋବା ବିଚାର ମଞ୍ଜର ସହଯୋଗୀତାକ୍ରମେ ଅନୁଷ୍ଠିତ ଏହି ଉସôବରେ ଆବାହକ ସୁଧାଂଶୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ଗାନ୍ଧିବାଦୀ କୃଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରି […]