ଓଡିଶା

୩୫ ହଜାରରୁ ଉର୍ଦ୍ଧ୍ୱ ଏସ୍ଏଚଜି ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରୁଛି ଏନଜିବି…

ଭୁବନେଶ୍ୱର, ୫/୧ (ଅଭିଜିତ୍ ସିଂ) : ବ୍ୟାଙ୍କ ଅଫ୍ ଇଣ୍ଡିଆ, ନ୍ୟାଶନାଲ ବ୍ୟାଙ୍କିଙ୍ଗ୍ ଗ୍ରୁପ୍ (ଏନଜିବି) ଓଡିଶାରେ ଆରମ୍ଭ ହୋଇଛି । ବ୍ୟାଙ୍କ ଆରମ୍ଭରୁ ୩୫ ହଜାରରୁ ଉର୍ଦ୍ଧ୍ୱ ଏସ୍ଏଚଜି ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରି ମହିଳା ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରାଇବା ସହ ମୁଦ୍ରା ଏବଂ ପିଏମ୍ ସ୍ୱନିଧି ଯୋଜନା ଅଧିନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଋଣ ଯୋଗାଇ ସମାଜରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାସହ ବିଭିନ୍ନ ଷ୍ଟାଟ୍ ଅପ୍ ନିମନ୍ତେ […]

ଓଡିଶା

ରିଲିଜ୍ ହେଲା ଜଗନ୍ନାଥଙ୍କ ଭଜନ “ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ’…

ଭୁବନେଶ୍ୱର, ୫/୧ (ଅଭିଜିତ୍ ସିଂ) : ଦୀପାଞ୍ଜଳୀ ମ୍ୟୁଜିକରେ ବାବୁ ବାବୁଙ୍କ ନିଦେ୍ର୍ଦଶନାରେ ରିଲିଜ୍ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ଏକ ସୁନ୍ଦର ଭଜନ “ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ” । ଏହି ଗୀତରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି ଦିବ୍ୟ ଓ ଦୀପାଞ୍ଜଳୀ । ଜିତେନ୍ଦ୍ର ଜେନାଙ୍କଦ୍ୱାରା ରଚିତ ଏହି ଗୀତରେ ଜୟଦେବ ମିଶ୍ର ଏହି ନିଜେ କଣ୍ଠଦାନ କରିବା ସହିତ ସଙ୍ଗୀତ ନିଦେ୍ର୍ଦଶନା ମଧ୍ୟ ଦେଇଛନ୍ତି । ନିଦେ୍ର୍ଦଶକ ବାବୁ ବାବୁଙ୍କ ବହୁଗୁଡିଏ […]

ଓଡିଶା

ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ୩ ଦିବ୍ୟାଙ୍ଗ

ଭୁବନେଶ୍ୱର, ୨୫/୧୨ (ଅଭିଜିତ୍ ସିଂ) : ଭିନ୍ନକ୍ଷମ ହେଉଛନ୍ତି ସମାଜର ଅବିଚ୍ଛେଦ୍ୟ ଅଙ୍ଗ । ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ । ଏହି ଉଦେ୍ଦଶ୍ୟରେ ୩ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।ସୂଚନାନୁସାରେ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ୧୩ବର୍ଷିୟା ଝିଅ କିରଣ ବେହେରା ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କ ବାମ ହାତର ପାପୁଲି ନାହିଁ । କିନ୍ତୁ ମନରେ […]

ଓଡିଶା

୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଭାଙ୍କୁ ମିଳିବ ଜୟଦେବ ଗୌରବ ସମ୍ମାନ…

ଭୁବନେଶ୍ୱର, ୧୪/୧୨ (ଅଭିଜିତ୍ ସିଂ) : ଚଳିତ ଡିସେମ୍ବର ୨୦ରୁ ଆୟୋଜିତ ହେବ ଜୟଦେବ ଗୌରବ ସମ୍ମାନ ୨୦୨୩ । ଏହି ଅବସରରେ ବଲିଉଡ୍ ସିନେ ତାରକା ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାମୀଦାମୀ କଳାକାର ସାମିଲ ହେବ । ଏ ନେଇ ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ଡିସେମ୍ବର ୨୦, ୨୧ ଏବଂ ୨୨ ତାରିଖରେ ଜୟଦେବ ଗୌରବ ସମ୍ମାନ ୨୦୨୩ […]

ଓଡିଶା

ଓଡିଆ କଳାକାରଙ୍କୁ ମିଳିବ ବିଗ୍ ବ୍ରେକ୍…

ଭୁବନେଶ୍ୱର, ୧୧/୧୨ (ଅଭିଜିତ୍ ସିଂ) : ବ୍ରହ୍ମପୁର ନିବାସୀ ସନ୍ତୋଷ କୁମାର ଆଚାର୍ଯ୍ୟ ସିନେମା ଜଗତରେ ବିଜ୍ଞାପନ, ବ୍ରାଣ୍ଡିଂ, କାଷ୍ଟିଂ ଏଜେନ୍ସ ତଥା ଫ୍ୟାସନ ଦୁନିଆରେ ଦେଶୀ ଓ ବିଦେଶୀ ମଡେଲମାନଙ୍କୁ ନେଇ ମୁମ୍ବାଇ, ଚେନ୍ନାଇ ତଥା ବାଙ୍ଗାଲୋରରେ ଅନେକ ଫ୍ୟାସନ୍ ଶୋ କରି ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ବାଙ୍ଗାଲୋରର ରାମିୟା କଲେଜରୁ ହୋଟେଲ ମ୍ୟାନେଜମେଂଟରେ ଡିଗ୍ରୀ ହାସଲ କରି ଦୁବାଇରେ ଏକ ପଂଚତାରକା ହୋଟଚେଲରେ ଚାକିରୀ କରି ସନ୍ତୋଷ ଅନେକ ବଳିଉଡ […]

ଓଡିଶା

ବୃକ୍ଷ ଆମର ପ୍ରଥମ ସନ୍ତାନ, ପ୍ରଥମାଷ୍ଟମୀରେ ବୃକ୍ଷଙ୍କୁ ବନ୍ଦାପନା…

ଭୁବନେଶ୍ୱର, ୦୬/୧୨ (ଅଭିଜିତ୍ ସିଂ) : ନିଆରା ଢଙ୍ଗରେ ପ୍ରଥମାଷ୍ଟମୀ ପାଳିଲେ ତୁଷାର ଚାରିଟେବୁଲ ଟ୍ରଷ୍ଟ । ପ୍ରଥମାଷ୍ଟମୀ ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ୟୁନିଟ୍ ୯ ସ୍ଥିତ ବିଏସ୍‌ଏନ୍‌ଏଲ ନିକଟ ପାର୍କରେ ବସ୍ତି ଅଂଚଳର କିଛି କୁନି କୁନି ପିଲାଙ୍କୁ ପିଠା ମିଠା ବଂଟନ କରିବା ସହିତ ବନ୍ଦାପନା କରାଯାଇଥିଲା । ଏହି ଅବସରରେ ତୁଷାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା ।ଆମେ ଯେମିତି ଘରର ବଡ ବୋଲି ପ୍ରଥମାଷ୍ଟମୀରେ ଆମକୁ ବନ୍ଦାପନା କରାଯାଏ […]

ଓଡିଶା

ହାତ ନଥିବା ସମସ୍ତ ଅସହାୟ ବ୍ୟକ୍ତିଙ୍କୁ କୃତିମ ହାତ ଯୋଗାଇବ ସ୍ୱପ୍ନାପତି ଫାଉଣ୍ଡେସନ…

ଭୁବନେଶ୍ୱର, ୪/୧୨ (ଅଭିଜିତ୍ ସିଂ) : ଦୁର୍ଘଟଣାରେ ହାତ ନଥିବା ସମସ୍ତ ଅସହାୟ ବ୍ୟକ୍ତିଙ୍କୁ କୃତିମ ହାତ ଯୋଗାଇଦେବା ନିମନ୍ତେ ସ୍ୱପ୍ନାପତି ଫାଉଣ୍ଡେସନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅୟୋଜିତ ହୋଇଯାଇଛି । ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଫାଉଣ୍ଡେସନ ତରଫରୁ ଏପରି ଏକ ଅନନ୍ୟ କାର୍ଯ୍ୟ କରାଯାଉଛି । ଉକ୍ତ ଉତ୍ସବରେ ମଧ୍ୟ ଭୁବନେଶ୍ୱରର ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ନାଗାଲାଣ୍ଡର ଡାକ୍ତର […]

ଓଡିଶା ମନୋରଞ୍ଜନ

କଟକ ବାଲିଯାତ୍ରାରେ ଭରପୁର ମନୋରଞ୍ଜନ ସହିତ ଆକର୍ଷଣୀୟ ପୁରସ୍କାର ଦେବ ଜୀ ସାର୍ଥକ…

ଭୁବନେଶ୍ୱର, ୨୯/୧୧ (ଅଭିଜିତ୍ ସିଂ) : ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ତଥା ଗୌରବମୟ ଇତିହାସର ପ୍ରତୀକ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ‘ଜୀ ସାର୍ଥକ’ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ଛୋଟ ଛୋଟ ପ୍ରତିଯୋଗିତା ମାଧ୍ୟମରେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଉଛି । ଏହି ଷ୍ଟଲରେ ଜୀ ସାର୍ଥକର ଫିଲ୍ମ ଓ ମେଗା ଧାରାବାହିକର […]

ଓଡିଶା

ବିଧିବଦ୍ଧ ଭାବେ ଶଙ୍ଖ ଧରିଲେ ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ…

ଭୁବନେଶ୍ୱର, ୨୭/୧୧ : ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଲେ ଭି.କେ. ପାଣ୍ଡିଆନ । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ମଙ୍ଗ କିଏ ଧରିବ ଏବଂ କାହାକୁ ନବୀନ ନିଜର ଉତରାଧିକାରୀ କରିବେ? ସେହି ପ୍ରଶ୍ନର ଏବେ ଅଙ୍କୁଶ ଲାଗିଛି । ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପାଣ୍ଡିଆନ୍ କାର୍ତିକ ପୂର୍ଣ୍ଣମୀ ଅବସରରେ ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା […]

ଓଡିଶା

‘ଚିହିଲି’ ପ୍ରଦାନ କରିବ ଡିଜାଇନର ପୋଷାକର ଭିନ୍ନ ଅଭିଜ୍ଞତା…

ଭୁବନେଶ୍ୱର, ୨୭/୧୧ (ଅଭିଜିତ୍ ସିଂ) : ଶୁଭାରମ୍ଭ ହେଲା ଚିହିଲି, ଓଡ଼ିଶାର ଏକ ପ୍ରିମିୟମ୍ ପର୍ସନାଲାଇଜଡ୍ ଡିଜାଇନର୍ ପୋଷାକ ବ୍ରାଣ୍ଡ ଯାହା ବର୍ତମାନ ଏକ ଟେକ୍-ଆଧାରିତ ଭର୍ଚୁଆଲ୍ ଷ୍ଟୋର www.chihili.com ମାଧ୍ୟମରେ ଉପଲବ୍ଧ ରହିବ । ଚିହିଲି ପ୍ରସ୍ତୁତ ଡିଜାଇନର୍ ପୋଷାକଠାରୁ ଆରମ୍ଭ କରି, ନିଜେ ଡିଜାଇନ୍ କରିବାକୁ କିମ୍ବା ଚିହିଲିର ଡିଜାଇନର୍ ମାନଙ୍କ ଦ୍ୱାରା ତିଆରି କିମ୍ବା ଉପଲବ୍ଧ ଡିଜାଇନ୍ ସବୁ ମିଳିବ ‘ଚିହିଲି’ ଭର୍ଚୁଆଲ୍ ଷ୍ଟୋରରେ ଯାହା ପ୍ରତି ଗ୍ରାହକଙ୍କ ଦୃଷ୍ଟିକୁ ନିଶ୍ଚୟ ଆକର୍ଷିତ […]