ଓଡିଶା

ତନେଇରା ପକ୍ଷରୁ ଆରମ୍ଭ ହୋଇଯାଇଛି ସାବିତ୍ରୀ, ରଜ ପର୍ବ ଅଫର…

୨୦,୦୦୦ ଟଙ୍କାର ଶପିଂରେ ସ୍ୱତନ୍ତ୍ର ଗୋଲ୍ଡ କଏନ୍ ଅଫରଭୁବନେଶ୍ୱର, ୦୧/୦୬ : ସାବିତ୍ରୀ ବ୍ରତ ଏବଂ ରଜ ପର୍ବର ଉତ୍ସାହ ବଢ଼ାଇବା ପାଇଁ ଟାଟା ପ୍ରଡକ୍ଟ ତନେଇରା ପକ୍ଷରୁ ସ୍ୱତନ୍ତ୍ର ଗୋଲ୍ଡ କଏନ୍ ଅଫର । ଏହା ଅନ୍ତର୍ଗତ ମେ’ ୩୧ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ଷ୍ଟେସନ ସ୍କୋୟାରସ୍ଥିତ ତନେଇରା ଷ୍ଟୋରରୁ ଗ୍ରାହକ ଆକର୍ଷଣୀୟ ଅଫରର ଲାଭ ଉଠାଇପାରିବେ । ୨୦,୦୦୦ ଟଙ୍କା କିମ୍ବା ତଦ୍ଦୁର୍ଦ୍ଧ ମୂଲ୍ୟର ସପିଂ କଲେ ଗ୍ରାହକ ଉପହାର ଆକାରରେ ପାଇପାରିବେ […]

ଓଡିଶା

ମାଲାବାରର ସ୍ୱତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ…

ଭୁବନେଶ୍ୱର, ୦୧/୦୬ : ଚନ୍ଦ୍ରଶେଖରପୁରସ୍ଥିତ ମାଲାବାର ଗୋଲଡ୍ ଆଣ୍ଡ ଡାଇମଣ୍ଡସର ଏକ୍ସକ୍ଲୁସିଭ୍ ଆଉଟଟ୍ଟ୍ ପରିସରରେ ୧୦ ଦିନିଆ ସ୍ୱତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି । ଷ୍ଟୋରରେ ଏରା ଓ ପ୍ରେସିଆ ଜୁଏଲେରୀ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ୨୦୨୩-୨୪ ଡ. ସାଇ ପ୍ରସନ୍ନା ବେହେରା ଉଦଘାଟନ କରିଥିଲେ । ଏହି ଏକ୍ସକ୍ଲୁସିଭ୍ ପ୍ରଦର୍ଶନୀରେ ସୁନା ଅଳଙ୍କାର, ଅନ୍୍ କଟ୍ ଡାଏମଣ୍ଡସ୍ ଏବଂ ମୂଲ୍ୟବାନ ରତ୍ନପଥର ଅଳଙ୍କାର […]

ଓଡିଶା

ଆମ୍ରୀ ନୁହେଁ ଏବେଠୁ ମଣିପାଲ୍ ହସ୍ପିଟାଲ୍ସ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲକୁ ସଫଳତାର ସହ ନିଜ ବ୍ରାଣ୍ଡରେ ସାମିଲ କରିଛି ଭାରତର ଦ୍ୱିତୀୟ ବୃହତ୍ତମ ଡାକ୍ତରଖାନା ମଣିପାଲ ହସ୍ପିଟାଲ । ଚଳିତ ମେ’ ୨୨ ତାରିଖରୁ ଏହି ହସ୍ପିଟାଲ୍ ଏହାର ବିଭିନ୍ନ ସେବାଗୁଡିକୁ ମଣିପାଲ ହସ୍ପିଟାଲର ମାନଦଣ୍ଡ ଅନୁଯାୟୀ ପ୍ରଦାନ କରୁଛି, ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବାର ରୂପାନ୍ତରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ।ଏହି ଏକକୀକରଣ ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଯୁଗକୁ ସୂଚିତ […]

ଓଡିଶା

ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ…

ଓଡ଼ିଶାରେ ଆରମ୍ଭ ହେଇଛି ନିର୍ବାଚନୀ ମହାକୁମ୍ଭ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ଆରମ୍ଭ ଚାଲିଛି ମତଦାନ । ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ । ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର […]

ଓଡିଶା ବ୍ୟବସାୟ

ଚାନ୍ଦି ଭଣ୍ଡାରରେ ଅକ୍ଷୟ ତୃତୀୟା ସେଲିବ୍ରେସନ୍…

ରୁପା ଗହଣା, ଆର୍ଟିଫାକ୍ଟ ଗଢ଼ା ମଜୁରିରେ ୫୦% ପର୍ଯ୍ୟନ୍ତ ରିହାତିଭୁବନେଶ୍ୱର : ଚାନ୍ଦି ଭଣ୍ଡାର ନେଇଆସିଛି ଅକ୍ଷୟ ତୃତୀୟା ସେଲିବ୍ରେସନ୍ । ଏଥିଲାଗି ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ ରୁପା ଗହଣାର ଏକ୍ସକ୍ଲୁସିଭ୍ ଷ୍ଟୋର ‘ଚାନ୍ଦି ଭଣ୍ଡାର’ ଆଣିଛି ସ୍ୱତନ୍ତ୍ର ଅଫର । ଏହା ଅନ୍ତର୍ଗତ ଗ୍ରାହକ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏ ଅଫର ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ […]

ଓଡିଶା

ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଜନ ସାଧାରଣଙ୍କୁ ଦହିପଣା ବଣ୍ଟନ..

ଭୁବନେଶ୍ୱର : ଜନ ସାଧାରଣଙ୍କୁ ଦହିପଣା ବଣ୍ଟନ କଲେ ସ୍ବେଚ୍ଛାସେବୀ ସଂଗଠନ । ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ ପରିବାର ତରଫରୁ ଜନ ସାଧାରଣଙ୍କୁ ଦହିପଣା ବଣ୍ଟନ କରିଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷା ସୁଦେଷ୍ନା ପୃଷ୍ଟି, ସମ୍ପାଦିକା ପ୍ରଜ୍ଞାପରିମିତା ପ୍ରଧାନଙ୍କ ସମେତ ରମେଶ ଚନ୍ଦ୍ର ନାୟକ, ଅଶୋକ ଖଟୁଆ, ତ୍ରିନାଥ ନାୟକ, ଆଶୁତୋଷ ପୃଷ୍ଟି, ବାସୁଦେବ ସେଠି, ରାକେଶ ରାଉତରାଏ, ଜେ କେ ପ୍ରଧାନ, ରଶ୍ମିଲତା […]

ଓଡିଶା ବ୍ୟବସାୟ

ସେଲିବ୍ରିଟି ସାଜିଲେ ଦୃଷ୍ଟିବାଧିତ କୁନି କୁନି ଶିଶୁ…

ଭୁବନେଶ୍ୱର, ୧୮/୪ : ରାଜନେତା ନୁହଁନ୍ତି କି ସେଲିବ୍ରିଟି ନୁହଁନ୍ତି । ଦୃଷ୍ଟିହୀନ କୁନି କୁନି ପିଲାମାନଙ୍କୁ ସେଲିିବ୍ରିଟି କରି ଷ୍ଟୋର ଖୋଲିଲେ ଷ୍ଟୋର ମାଲିକ । ଭୁବନେଶ୍ୱରରସ୍ଥିତ ସହିଦ ନଗର ମେଘଦୂତ ହୋଟେଲ ପାଖରେ ବାଏ ଟୁ ହ୍ୟାଣ୍ଡ୍ ଲକ୍ଷ୍ମୀ ମୋବାଇଲର ନୂଆ ସୋ ରୁମ୍ ଉଦଘାଟନୀ ଅବସରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଅଞ୍ଚଳବାସୀ ବେଶ୍ ଗର୍ବ ଅନୁଭବ କରିବା ସହିତ ଷ୍ଟୋର ମୁଖ୍ୟ ପରିଚାଳକଙ୍କର ଏଭଳି ଦୃଷ୍ଚଟିଭଙ୍ଗୀକୁ ବେଶ୍ […]

ଓଡିଶା

ଅବକ୍ଷୟମୁଖୀ ଗଣମାଧ୍ୟମ ଶୀର୍ଷକ ଉପରେ ଆଲୋଚନା…

ଭୁବନେଶ୍ୱରସ୍ଥିତ ସାମ୍ବାଦିକ ଭବନ ପରିସରରେ ରାଜ୍ୟ ଡିଜିଟାଲ ମିଡିଆ ଆସୋସିଏସନର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ତୁଷାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଅବକ୍ଷୟମୁଖୀ ଗଣମାଧ୍ୟମ ଶୀର୍ଷକ ଉପରେ ଆଲୋଚନା ଚକ୍ରର ଆୟୋଜିତ ହୋଇଯାଇଛି । ଏଥିରେ ସମାଜସେବୀ ଡକ୍ଟର ବିଶ୍ଵନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ସାମ୍ବାଦିକ ଅକ୍ଷୟ ସାହୁ, ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର କାର୍ଯ୍ୟକାରୀ ସଭାପତି ନିହାର ରଞ୍ଜନ ପଣ୍ଡା, ନୀଳମଣି ସାହୁ, […]

ଓଡିଶା

ଆଇଏମ୍ଆଇର ଏକାଦଶ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ…

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍ଆଇ)ର ଏକାଦଶ ଦୀକ୍ଷାନ୍ତ ସମାରୋହ ୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୧-୨୩ ବ୍ୟାଚର ମୋଟ ୧୦୯ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆୟୋଜିତ ଦୀକ୍ଷାନ୍ତ ସମାରୋହରେ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ମାନବ ସମ୍ବଳ ନିର୍ଦ୍ଦେଶକ ଡକ୍ଟର ସନ୍ତୃପ୍ତ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି […]

ଓଡିଶା

ଅଖିଳ ଭାରତୀୟ ହୃଦ୍ ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ ଉଦଯାପିତ…

ଭୁବନେଶ୍ୱର, ୧୨/୨୪ (ଅଭିଜିତ୍ ସିଂ) : ଅଖିଳ ଭାରତୀୟ ହୃଦ୍ ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ୭୦ ତମ ବାର୍ଷିକ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ସର୍ବଭାରତୀୟସ୍ତରରେ ୧୫୦୦ ରୁ ଅଧିକ ହୃଦ୍ ବକ୍ଷ ଶଲ୍ୟ ବିଶେଷଜ୍ଞଙ୍କ ସହ ପ୍ରାୟ ୧୫ଟି ଦେଶର ୩୦ ଜଣ ବିଦେଶାଗତ ପ୍ରସିଦ୍ଧ ଡାକ୍ତର ଯୋଗ ଦେଇଥିଲେ । କିଛିବର୍ଷ ତଳେ ଛୋଟ ବଡ ହାର୍ଟ ଅପରେସନ୍ ପାଇଁ ଓଡ଼ିଶାରୁ ରୋଗୀମାନଙ୍କୁ […]