ଓଡିଶା

ଓଡ଼ିଶାକୁ ଅଧିକ ପ୍ରକଳ୍ପ ମଂଜୁରୀ ପାଇଁ ନାବାର୍ଡକୁ ପରାମର୍ଶ…

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷାଭୁବନେଶ୍ୱର, (ଏଫ୍ଟୁଏସ୍) : ୨୦୨୪ -୨୫ ଆର୍ଥିକ ବର୍ଷ ନିମନ୍ତେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ)ର ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । […]

ଓଡିଶା

ଭୁବନେଶ୍ବରରୁ ସିମ୍ ବକ୍ସ ଠାବ । ବଡ ଷଡଯନ୍ତ୍ରର ଆଭାସ !

ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣାରେ ରହିଛି ଇଣ୍ଟରନ୍ୟାସନାଲ୍‌ ଲିଙ୍କ । ପୋଲିସ କମିଶନର ସଞ୍ଜୀବ ପଣ୍ଡା ସିମ୍ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ୍ ରହିଥିବା ସ୍ପଷ୍ଟ କରିଛନ୍ତି । ସିମ୍ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚିଥିଲା । ଏହି ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଇତ୍ୟାଦି ଇଣ୍ଟରନ୍ୟାଶନାଲରୁ କଲକୁ ପରିବର୍ତ୍ତନ କରାଯାଇ ଭାରତ ଭିତରକୁ ଛଡ଼ା ଯାଉଥିଲା । ସାଇବର ଫ୍ରଡ୍, ଆତଙ୍କବାଦୀ ଓ ଅନ୍ୟାନ୍ୟ […]

ଓଡିଶା

ଓଡିଶାର ବୁଣାକାରଙ୍କ ବିକାଶ କରିବା ଲକ୍ଷ୍ୟରେ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜି…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓଡ଼ିଶା ହସ୍ତତନ୍ତ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜି ପକ୍ଷରୁ ହୋଟେଲ ଏଚ.ଏଚ.ଆଇରେ ଫ୍ୟାସନ ଶୋ ଆୟୋଜିତ ହୋଇଛି । ଏଥିରେ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜିର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବମ୍ୱେ ଓ ଦିଲ୍ଲୀରୁ ଡିଜାଇନରମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ […]

ଓଡିଶା

ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ । ଆକ୍ସନ ମୁଡରେ ବିଏମସି…

ଆକ୍ସନ ମୁଡରେ ବିଏମସି । ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ । ସପ୍ତାହକ ଭିତରେ ସରିବ ଡ୍ରେନ ବାରିକେଡ୍ କାମ । ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ମସଜିଦ୍‌ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ କାର୍ଯ୍ୟ ତତ୍ପରତା ଦେଖାଇଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ଵର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ ରହିଛି । ସେଥିରୁ ବିଏମସି ଅଧୀନରେ ୧୩୮୦ କିଲୋମିଟର ଡ୍ରେନ ରହିଛି । ଏହା ଭିତରେ ରହିଛି ୨୭ […]

ଓଡିଶା ବ୍ୟବସାୟ

୨୧ରୁ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା…

ଭୁବନେଶ୍ୱର, ୨୦/୦୬ : ଚଳିତ ମାସ ୨୧ ତାରିଖରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ୯ମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା । ଭୁବନେଶ୍ବରସ୍ଥିତ ଜନତା ମୈଦାନରେ ପ୍ରତିଦିନ ଦିନ ୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ  ଏହି ମେଳା ଅନୁଷ୍ଠିତ ହେବ । ଏଥିରେ ୨୨ ଟି ରାଜ୍ୟ ଏବଂ ୧୦ ଟି ଦେଶ ଭାଗ ନେବେ । ଏହି ବାଣିଜ୍ୟ ମେଳାରେ ରିଅଲ ଇଷ୍ଟେଟ, କନ୍ସଷ୍ଟ୍ରକସନରେ ବ୍ୟବହାର ଉପଯୋଗୀ […]

ଓଡିଶା

“ଜ୍ୟୋତି କଳା ମନ୍ଦିର” ଓଡିଶୀ ସମ୍ମାନ ଉତ୍ସବ ପାଳିତ…

ଭୁବନେଶ୍ୱର : ଚାରିଟେବଲ୍ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ଜ୍ୟୋତି କଳା ମନ୍ଦିର” ମୁଖ୍ୟାଳୟ କାଲିଫର୍ଣ୍ଣିଆ, ଆମେରିକାର ଓଡ଼ିଶା ଶାଖା ଲିଙ୍ଗିପୁର, ଭୁବନେଶ୍ୱରର ବାର୍ଷିକ ଉତ୍ସବ (ଓଡ଼ିଶୀ ସମ୍ମାନ) ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ (ଆଇଏଏସ୍), ଶ୍ରୀମତୀ ସୁଲତା ଦେଓ (ରାଜ୍ୟସଭା ସାଂସଦ), ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ (କାପୋକ୍) ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗୁରୁ ଶ୍ରୀମତୀ ଚପଳା ମିଶ୍ର, ଗୁରୁ ସୁଶ୍ରୀ […]

ଓଡିଶା

ପୁରୁଣା ସୁନା ବଦଳରେ ଜିରୋ ଡିଡକ୍ସନ ସୁବିଧା, ପରିବର୍ଦ୍ଧିତ ହେବ ସୁନା ମୂଲ୍ୟ…

ଭୁବନେଶ୍ୱର, ୬/୧୦ : ସୁନାର ବର୍ଦ୍ଧିତ ଦର ମଧ୍ୟରେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଆଣିଛି ଏହାର ‘ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ । ଅସ୍ଥିର ସୁନା ଦର ମଧ୍ୟରେ ଗ୍ରାହକଙ୍କ ପରିବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏହାର ଉଦେ୍ଦଶ୍ୟ । ଜିରୋ ଡିଡକ୍ସନ ଜରିଆରେ ଗ୍ରାହକଙ୍କୁ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବା ଏହାର ଲକ୍ଷ୍ୟ । ଏହି ଏକ୍ସଚେଞ୍ଜ୍ ପ୍ରୋଗ୍ରାମ ଗ୍ରାହକଙ୍କୁ ସେମାନଙ୍କ ପୁରୁଣା ସୁନାକୁ ବଦଳାଇ ତନିସ୍କର ଅତ୍ୟାଧୁନିକ ତଥା ନୂଆ […]

ଓଡିଶା

ରଜ ସଜ କଲେକ୍ସନ ଅଫର୍, ସମସ୍ତ ଗହଣା ଗଢ଼ା ମଜୁରିରେ ୨୦% ପର୍ଯ୍ୟନ୍ତ ରିହାତି…

ଭୁବନେଶ୍ୱର, ୬/୧୦ : ରୁପା ଗହଣାର ଏକ୍ସକ୍ଲୁସିଭ୍ ସୋ’ରୁମ୍ ଚାନ୍ଦି ଭଣ୍ଡାର ରଜ ପର୍ବରେ ଆଣିଛି ‘ରଜ ସଜ’ କଲେକ୍ସନ । ଆଧୁନିକ ଡିଜାଇନ୍ ସହ ରୁପାର କାଳଜୟୀ ସୌନ୍ଦର୍ଯ୍ୟର ମିଶ୍ରଣଯୁକ୍ତ ଆକର୍ଷଣୀୟ ଗହଣା ସମ୍ଭାର ଏବଂ ଆସେସରିଜ୍ ସୋ’ରୁମ୍ ପକ୍ଷରୁ ଉପଲବ୍ଧ କରାଯାଇଛି । ‘ରଜ ସଜ’ କଲେକ୍ସନରେ ସୂକ୍ଷ୍ମ ତଥା ଚମତ୍କାର ଆଙ୍କଲେଟ୍ ରହିଛି । ଏହା ଉତ୍ସବ ପରିଧାନରେ ସୌନ୍ଦର୍ଯ୍ୟର ସ୍ପର୍ଶ ପ୍ରଦାନ କରିବ । ଏହି କଲେକ୍ସନରେ ମଧ୍ୟ ଭଳିକି ଭଳି […]

ଓଡିଶା

‘କସମେଟିକୋ କନଫରେନ୍ସ୍ ଆଣ୍ଡ ୱାର୍କସପ୍ ଅନ୍ ଆସ୍ତେଟିକ୍‌’ ଆୟୋଜିତ…

ଭୁବନେଶ୍ୱର, ୩/୦୬ : ସୌନ୍ଦର୍ଯ୍ୟ ଏବଂ ଆସ୍ତେଟିକ୍ ସମ୍ବନ୍ଧୀୟ ବିବିଧ ବିଷୟ ଉପରେ ଆଲୋଚନା କରିବା ସହ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ଦେବା ପାଇଁ ଓଡିଶା କସମେଟିକୋ ସର୍ଜରୀ କ୍ଲିନିକ୍ ଦ୍ୱାରା ‘କସମେଟିକୋ ୨୦୨୪’ ଆୟୋଜନ କରାଯାଇଥିଲା । ଏହି ପରିପେକ୍ଷୀରେ ଏକ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଥଲା । ଓଡିଶାରେ ଉଦୀୟମାନ ଅବସ୍ଥାରେ ଥିବା ସୌନ୍ଦର୍ଯ୍ୟ ଶିଳ୍ପର ବିକାଶ ପାଇଁ ଏହି ସମାବେଶରେ କାର୍ଯ୍ୟକ୍ରମରେ ବିଶେଷଜ୍ଞ, ଇଣ୍ଡଷ୍ଟ୍ରୀ ଲିଡର୍‌, ବିଭିନ୍ନ କ୍ଷେତ୍ରରୁ ଉତ୍ସାହୀ ଚର୍ମରୋଗ ବିଶେଷଜ୍ଞ, ଔଷଧ […]

ଓଡିଶା ଯ଼ୋଗାଯ଼ୋଗ

ଅଲ୍ ଟାଇମ୍ ଫିଟନେସ୍ ଜିମ୍ ପକ୍ଷରୁ ଷ୍ଟୁଡିଓ ଲଞ୍ଚ୍‌…

ଭୁବନେଶ୍ୱର, ୩/୦୬ : ଭୁବନେଶ୍ୱରସ୍ଥିତ ପଟିଆ-ଇନଫୋସିସ୍ ରୋଡରେ ଥିବା ଅଲ୍ ଟାଇମ୍ ଫିଟନେସ୍ (ଏଟିଏଫ୍‌) ଜିମ୍ ପକ୍ଷରୁ ଏକ ଷ୍ଟୁଡିଓ ଲଞ୍ଚ୍ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଷ୍ଟର୍ ୱାର୍ଲ୍ଡ, ମିଷ୍ଟର୍ ଏସିଆ ବିଜେତା ୟତୀନ୍ଦର ସିଂହ, ଏଟିଏଫର ଫାଉଣ୍ଡର୍ ବିଜନ ବାରିକ ଓ ସୋନି ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଭୁବନେଶ୍ୱରରେ ଅଲ୍ ଟାଇମ୍ ଫିଟନେସ୍‌ର ୪ଟି ସେଣ୍ଟର ରହିଛି । ଲଞ୍ଚ ହୋଇଥିବା ଏହି ଷ୍ଟୁଡିଓରେ ଜୁମ୍ବା, ନାଚ, […]