ଓଡିଶା

ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ…

ଭୁବନେଶ୍ଵର : ଆମ୍ରି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦ୍ ରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ଉଦ୍ଦଶ୍ୟ ନେଇ ଏହି ଅବସରରେ ଏକ ୱାକଥନ ଆୟୋଜିତ ହୋଇଥିଲା । ଏହାକୁ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବେଦାନ୍ତ ଉଚ୍ଚ କର୍ତ୍ତୃପକ୍ଷ ତପନ କୁମାର ଚାନ୍ଦ ଏବଂ ଆମ୍ରି ହସ୍ପିଟାଲ ଭୁବନେଶ୍ଵରର ୟୁନିଟ୍ ହେଡ୍ ଡାକ୍ତର ରୋହିତ […]

ଓଡିଶା

କେନାଲ ମଧ୍ୟକୁ ଖସିଲା ବି.ଏମ୍.ସି ଅଳିଆ ଗାଡି

ଭୁବନେଶ୍ବର : କେନାଲ ମଧ୍ୟକୁ ଖସିଲା ବି.ଏମ୍.ସି ଅଳିଆ ଗାଡି । ଭୁବନେଶ୍ବର ସ୍ଥିତ ଝାରପଡା କେନାଲ ନିକଟରେ ଦୁର୍ଘଟଣା । କେନାଲ ମଧ୍ୟକୁ ଗାଡି ଖସିବା ଫଳରେ ଗାଡି ଡ୍ରାଇଭର ଏବଂ ହେଲପର୍ ଆହାତ । ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାମ ଜାରି ରଖିଥିବାବେଳେ କ୍ରେନ୍ ଯୋଗେ ଗାଡିକୁ କେନାଲରୁ ବାହାର କରାଯାଇଛି । ସେପଟେ ଆହତ ଡ୍ରାଇଭର ଏବଂ ହେଲପରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା । ତେବେ କେଉଁ […]

ଓଡିଶା

କୃଷକ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ଶିଳ୍ପ ସହାୟତା ଲୋଡିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର : କୃଷି ଉତ୍ପାଦନରେ ଓଡ଼ିଶା ସବୁଠାରୁ ପ୍ରଗତିଶୀଳ ରାଜ୍ୟ । ଏଣୁ କୃଷକ ସଶକ୍ତିକରଣ ଦିଗରେ ଆଗେଇବାକୁ ଆହ୍ୱାନ ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରରେ ‘ଫାର୍ମ୨ଫୋର୍କ’ର ୯ମ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଶିଳ୍ପ ସଂସ୍ଥାଗୁଡ଼ିକୁ କୃଷକମାନଙ୍କୁ ସହାୟତା ଏବଂ ମାଗଦର୍ଶନ ପ୍ରଦାନ କରିବାକୁ ଆହ୍ୱାନ କରିଛନ୍ତି କୃଷିମନ୍ତ୍ରୀ । ଏହି ସହାୟତା କୃଷକଙ୍କ ଆୟ ବୃଦ୍ଧି ତଥା ରାଜ୍ୟର ସାମଗ୍ରିକ […]

ଓଡିଶା ବ୍ୟବସାୟ

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ବିଜନେସ୍ କାର୍ନିଭାଲ୍

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ଶେଷ ହେବ ଆଇଟି ଆଣ୍ଡ ସଫ୍ଟୱେର, ଏଡୁକେସନ ଆଣ୍ଡ ହେଲଥ୍ ଉପରେ ଆୟୋଜିତ କର୍ମଶାଳା । ପ୍ରତିଦିନ ସନ୍ଧ୍ୟାରେ ଉପସ୍ଥିତ ଜନତାଙ୍କୁ ଆକର୍ଷିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଓପନ୍ କିଚେନ୍ ଆଣ୍ଡ ବାର୍ ଦ୍ୱାରା ଏକ ଫୁଡ୍ ଜୋନ୍‌ର ବ୍ୟବସ୍ଥା କରାଯାଇଛି । ଯଦ୍ୱାରା ସମସ୍ତେ ସ୍ୱାଦିଷ୍ଟ ଏବଂ ସୁସ୍ଥକର ଖାଦ୍ୟ ଉପଭୋଗ କରିପାରିବେ । ସ୍ଥାନୀୟ ଜନତା ମଇଦାନରେ ଗୁପ୍ତା ଇଭେନ୍ଟସ୍ ମ୍ୟାନେଜମେନ୍ଟ […]