ଭୁବନେଶ୍ବର ସୁରକ୍ଷା ଏବେ, ଅଣ୍ଡର ଡ୍ରୋନ କ୍ୟାମେରା
ଏଣିକି ଡ୍ରୋନ ପେଟ୍ରୋଲିଂ ବଳୟ ଭିତରେ ସୁରକ୍ଷିତ ରହିବ ରାଜଧାନୀ । ଆକାଶ ମାର୍ଗରୁ ଡ୍ରୋନ ଉଡ଼ାଇ ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ିର ଗତିବିଧି ଉପରେ ନଜର ରଖିବ କମିଶନରେଟ୍ ପୋଲିସ । ହାଇ ଡେଫିନେସନ କ୍ଲାରିଟି ଥିବାରୁ ଏରିଆଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରାଯିବ । ଭିଆଇପି ପ୍ରୋଗ୍ରାମ, ଆସେମ୍ଲି ଓ ଲ’ଆଣ୍ଡ ଅର୍ଡର, ହକି, ଫୁଟବଲ ଭଳି କାର୍ଯ୍ୟକ୍ରମ ସମୟରେ ଏହି ଡ୍ରୋନ୍ ବେଶ ସହାୟକ ହେବ । ଏପରିକି ଟ୍ରାଫିକ ନିୟନ୍ତ୍ରଣ ପାଇଁ […]