କୁବେର ଅପ୍ଟିକାଲର ଦୀପାବଳି ଧମାକା “ବାଏ ୱାନ୍ ଗେଟ୍ ୱାନ୍ ଫ୍ରି”…
ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍ ୪, ପୁରୀ ଗ୍ରାମ୍ୟ ବ୍ୟାଙ୍କ ନିକଟରେ କୁବେର ଅପ୍ଟିକାଲର ଚତୁର୍ଥ ଶାଖା, ‘ନିୟୁ ଅପ୍ଟିକାଲ ଆଣ୍ଡ ଆଇ କ୍ଲିନିକ’ର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ ଜଟଣୀ ବିଧାୟକ ସୁର ରାଉତରାୟ, କର୍ପୋରେଟର ଅଲିଅଳି ମଲିକ, ଚକ୍ଷୁ ବିଶେଷଜ୍ଞ ଡଃ କଳ୍ପତରୁ ମହାପାତ୍ର, ଡଃ ବି.କେ ପାଣି ଓ ପ୍ରବନ୍ଧ ନିର୍ଦ୍ଦେଶକ ବିଜୟ କୁମାର ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନୂଆ ଶାଖାର ଉଦଘାଟନୀ […]