ଭରତପୁର ଆଦର୍ଶ ଥାନାରେ ଲାଗିଲା ସିସିଟିଭି କ୍ୟାମେରା…
ବ୍ୟୁରୋ ରିପୋର୍ଟ : ଭରତପୁର ଥାନାରେ ଲାଗିଲା ସିସିଟିଭି । ମନିଟରରେ ରେକର୍ଡ ହୋଇଛି ଥାନା ଭିତରର ଦୃଶ୍ୟ । ଏଣିକି ଲୋକମାନେ ଥାନାକୁ ଅଭିଯୋଗ ପାଇଁ ଆସିଲେ ପୁଲିସ ସେମାନଙ୍କ ଅଭିଯୋଗ ଶୁଣୁଛି କି ନାହିଁ, ଥାନାରେ ଲୋକମାନେ ନିର୍ଯାତନାର ଶିକାର ହେଉଛନ୍ତି କି ନାହିଁ ସବୁ ସତ ଜଣାପଡ଼ିବ । ଥାନାରେ ୨୫ଟି ସିସିଟିଭି ଲାଗିବା ପାଇଁ ଯୋଜନା ଥିବା ବେଳେ ଏବେ ମାତ୍ର ୧୬ଟି ସିସିଟିଭି ଲାଗିଛି । ତେବେ ଖୁବଶୀଘ୍ର ଅବଶିଷ୍ଟ ସିସିଟିଭି ଲାଗିବ […]