ଓଡିଶା

୧୪ ରୁ ଆମରଣ ଅନଶନ କରିବ ଭାରତୀୟ ମଜଦୂର ସଂଘ…

ଭୁବନେଶ୍ଵର : ପଞ୍ଜିକୃତ ଖଟିଖିଆ ଗରିବ ଶ୍ରମିକ ଓ ତାଙ୍କ ପରିବାର ବର୍ଗଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗେଇ ଦେବାପାଇଁ କର୍ମଚାରୀ ରାଜ୍ୟ ବୀମା ନିଗମ ଭାରତ ସରକାରଙ୍କ ଦ୍ବାରା ସ୍ଥାପିତ ଏହି ସଂସ୍ଥା ସାରା ଦେଶରେ କାର୍ଯ୍ୟ କରୁଛି । ଆମ ରାଜ୍ୟର ପ୍ରାୟ ୧୨ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେଉଛନ୍ତି । ତେବେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟରେ ବର୍ତ୍ତମାନର ଆଞ୍ଚଳିକ ଭାରପ୍ରାପ୍ତ ନିର୍ଦେଶକ ଭାବେ ଦାଇତ୍ବରେ ଥିବା ପାର୍ଥ […]