ଓଡିଶା

ବିଦେଶରେ ଉଠିଲା ମଧୁବାବୁଙ୍କ ସ୍ୱର, ଭାରତ ରତ୍ନ ଦାବିରେ ଥାଇଲଣ୍ଡରେ ଦସ୍ତଖତ ଅଭିଯାନ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଜାତୀୟବାଦ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାଯୋଦ୍ଧା ଥିଲେ ବିଶ୍ୱମଣି ଗୋପବନ୍ଧୁ ଦାସ । ସେହିପରି ଓଡ଼ିଆଙ୍କ ଶିଳ୍ପ, କଳା ଭାଷ୍କର୍ଯ୍ୟ ଓ ଐତିହ୍ୟର ସ୍ୱାତନ୍ତ୍ର୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଧନିରୁ ଗରିବ ହୋଇଥିବା ବିଶ୍ୱ ଗୌରବ ମଧୁସୂଦନ ଦାସ ଭାଷାଭିର୍ତିକ ରାଜ୍ୟ ବା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣିଥିଲେ । ହେଲେ ଏହି ଦୁହିଁ ମହାପୁରୁଷଙ୍କୁ ଭାରତବର୍ଷରେ ମିଳିନି ଯଥୋଚିତ ସମ୍ମାନ । ମରୋଣତ୍ତର […]