ଯିଏ ଲୋକଙ୍କୁ ଖୁସି ଦେଉଥିଲେ ତାଙ୍କୁ ଖୁସି କରାଇଲେ ସାମ୍ବାଦିକ ବନ୍ଧୁ
କୋଟପାଡ : ଏ ବ୍ୟକ୍ତି ଜଣକ ହେଉଛନ୍ତି କୁନୁ ମାଳି । ଲୋକେ ୟାଙ୍କୁ ସ୍ନେହରେ କୁନୁ ବୋଲି ଡାକନ୍ତି l କୁନୁ ଜଣେ ଭିନକ୍ଷମ ହୋଇଥିଲେ ମଧ୍ୟ ନିଜେ ସ୍ୱାବଲମ୍ବୀ । ଦୀର୍ଘ ୨୫ ବର୍ଷ ହେଲା ନିରନ୍ତର ସେ ପେପର ହକର ଭାବେ କାର୍ଯ୍ୟରତ l ନିତ୍ୟ ଭୋର ୪ ଟାରୁ ଉଠି ନିଜ ଭଙ୍ଗା ସାଇକେଲରେ ଫୁଲ ସଂଗ୍ରହ କରନ୍ତି ଏବଂ ପୂଜା ଉପଯୋଗୀ ମାଳ ପ୍ରସ୍ତୁତ କରି ତାହାକୁ ବିକ୍ରି କରିଥାନ୍ତି […]