ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍
ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ । ବନ୍ଧୁଗଣ ମିଶି ମଦ୍ୟପାନ କଲେ । ଆଉ ନିଶାଶକ୍ତ ଅବସ୍ଥାରେ ଅନ୍ୟ ଜଣେ ମଦ୍ୟପ ବନ୍ଧୁଙ୍କ ମଳଦ୍ୱାରରେ ଏକ ଷ୍ଟିଲ ଗ୍ଲାସ ପୁରେଇ ଦେଲେ । ପ୍ରାୟ ୮ ଦିନ ଧରି ଗ୍ଲାସ୍ ମଳଦ୍ୱାରରେ ରହିବା ପରେ ଧୀରେ ଧୀରେ ପେଟକୁ ପଳାଇଥିଲା । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ଡାକ୍ତରଙ୍କ ପାଖକୁ ଯାଇ ଅପରେସନ ହେଇଛନ୍ତି ଜଣେ ୪୫ବର୍ଷୀୟ ଯୁବକ । ବ୍ରହ୍ମପୁର ଏମ୍କେସିଜିରେ ସଂପୃକ୍ତ ଯୁବକଙ୍କ ଅସ୍ତ୍ରୋପଚାର କରାଯାଇ […]