ବ୍ରହ୍ମପୁରରେ ମୋଦିଙ୍କ ଜୟକାର । ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର । ଜୁନ୍ ୬ରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ଏବଂ ଜୁନ୍ ୧୦ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି । ଜୟ ଜଗନ୍ନାଥରୁ ଅଭିଭାଷଣ […]
ବେଗୁନିଆପଡା : ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ । ସୂଚନା ଅନୁସାରେ ଏହି ବ୍ଲକର ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ୱାଇଁ ବହୁ ହିତାଧିକାରୀଙ୍କ ଭତ୍ତା କରାଇଦେବା ପାଇଁ ବିଏସ୍ଏସ୍ଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ । ହେଲେ ଏଥିରେ ତାଙ୍କୁ କୌଣସି ସୁଫଳ ମିଳିନଥିଲା । ଏପରିକି ଭତ୍ତା କରାଇଦେବା ଲାଗି ତାଙ୍କୁ ବିଏସ୍ଏସ୍ଓ ଲାଞ୍ଚ […]
ବ୍ରହ୍ମପୁର ସହରରେ ସେକ୍ସ ରାକେଟ ଠାବ । ଦିନକୁ ଦିନ ବ୍ରହ୍ମପୁର ସହରରେ ସେକ୍ସ ରାକେଟ କାରବାର ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ଏକ ବଡ ଧରଣର ଚଢ଼ାଉ କରି ସଫଳତା ହାସଲ କରିଛି । ସହରର ମଧ୍ୟଭାଗରେ ଥିବା ଟାଟା ବେଞ୍ଜି ଛକରେ ଥିବା ତୁଳସୀ ଗେଷ୍ଟହାଉସରେ ପୋଲିସ ଚଢ଼ାଉ କରି ୧୦ଜଣ ଗ୍ରାହକଙ୍କୁ ଗିରଫ କରିଛି । ଏହା ସହ ଘଟଣାସ୍ଥଳରୁ ୪ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି […]
କେନ୍ଦ୍ର ସରକାରଙ୍କ “ଆଜାଦୀ କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ଆନୁକୁଲ୍ୟରେ “ସ୍ୱଚ୍ଛ ଭାରତ ପକ୍ଷ” ପାଳନ ଅବସରରେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ବ୍ରହ୍ମପୁରର ଡାକମଣ୍ତଳ କାର୍ଯ୍ୟାଳୟ ତରଫରୁ ଏକ ସ୍ବତନ୍ତ୍ର ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲସ୍ଥିତ ବ୍ଲଡ଼୍ ବ୍ୟାଙ୍କ ଏବଂ ବ୍ରହ୍ମପୁର ଡାକମଣ୍ଡଳର ମିଳିତ ସହଯୋଗରେ ସ୍ଥାନୀୟ ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ଶିବିରରେ ସମୁଦାୟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । […]
ମହଙ୍ଗା ପଡିଲା ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ । ଅଧ୍ୟାପକଙ୍କୁ ଚପଲରେ ନିର୍ଦ୍ଧୁମ ଛେଚିଲେ ପତ୍ନୀ । ସୂଚନା ଅନୁସାରେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସେହି ବିଭାଗର ଜଣେ ଛାତ୍ରୀଙ୍କ ସହ ପ୍ରେମାଳପ ଅଡିଓ ଭାଇରାଲ ହୋଇଥିଲା । ଆଉ ଅଡିଓ ଭାଇରାଲ ପରେ ପତ୍ନୀଙ୍କ ରଣଚଣ୍ଡୀ ରୂପର ଦର୍ଶନ କରିଛନ୍ତି ଆସିଷ୍ଟାଣ୍ଟ ପ୍ରଫେସର ମହୋଦୟ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉସିଲ୍ ମଧ୍ୟରେ ଥିବା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ରୁମକୁ ଆସି ଚପଲରେ […]
ବ୍ରହ୍ମପୁର ମହାନଗର ନିଗମରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ 27 ହଜାର 3 ଶହ 61 ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ବିଜେପି ପ୍ରାର୍ଥୀ ସବିତା ସୁଆର 20 ହଜାର 7 ଶହ 36 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥଙ୍କୁ 3 ହଜାର 2 ଶହ 70 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ଚଳିତ ପୌର ନିର୍ବାଚନରେ ପ୍ରଥମ ଥର ଲାଗି ଭୋଟର […]
ପଞ୍ଚାୟତ ନିର୍ବାଚନ ସରୁ ସରୁ ବାଜିଲା ପୌର ନିର୍ବାଚନ ପାଇଁ ବିଗୁଲ । ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଆସନ୍ତା ଫେବୃଆରୀ ୨୮ରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଚଳିତଥର ପୌରସଂସ୍ଥାର ଅଧ୍ୟକ୍ଷ, ମହାନିଗର ନିଗମର ମେୟର ପଦ ପାଇଁ ସିଧାସଳଖ ଭାବେ ଭୋଟ ଦେବେ […]