ବାଟ ହୁଡିଲା ମନରେଗା, ମଜୁରୀ ନପାଇ ବିଡିଓଙ୍କ ଦ୍ୱାରସ୍ଥ ହେଲେ ତିରିଡାର ଶତାଧିକ ଶ୍ରମିକ…
ବେଗୁନିଆପଡା, ୧/୧୨ (ବାପୁନି କୁମାର ମାଲୁ) : ଗ୍ରାମାଂଚଳ ଗୁଡ଼ିକରେ ଶ୍ରମିକମାନଙ୍କୁ ରୋଜଗାର ଦେବା ଉଦେଶ୍ୟରେ କେନ୍ଦ୍ର ସରକାରଙ୍କ ପ୍ରଚଳିତ ମନରେଗା ଯୋଜନା ଏବେ ପଥଭ୍ରଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ଲଗାମ ରହୁନଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଗ୍ରାମାଂଚଳରେ ରାସ୍ତା ଘାଟର ଉନ୍ନତିକରଣ, ନୂତନ ପୋଖରୀ ଖନନ, ପୋଖରୀରୁ ପଙ୍କ ଉଦ୍ଧାର ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ କେନ୍ଦ୍ର ସରକାର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ […]