ବେଗୁନିଆପଡ଼ାରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ…
ବେଗୁନିଆପଡ଼ା, ୨୨/୦୬ : ବିଶ୍ୱ ପାଳୁଛି ଯୋଗ ଦିବସ, ଏଥରର ଥିମ୍ ‘ନିଜ ଓ ସମାଜ ପାଇଁ ଯୋଗ’ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବାପୁଜୀ ପଡିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ୨୦୧୫ ମସିହାଠାରୁ ଆରମ୍ଭ ହୋଇଥିବା ଯୋଗ ଦିବସ ବର୍ତ୍ତମାନ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଆଦୃତ ହୋଇଛି । ଏହି ଦିବସକୁ ଜାତିସଂଘ ବି ସ୍ୱୀକୃତି ଦେବା ପରେ ବିଶ୍ୱରେ ଏହା ଆଦୃତି ଲାଭ କରିଛି । ଯୋଗ ମୂଲ୍ୟବୋଧକୁ ସମ୍ମାନ […]