ଲ୍ୟାଣ୍ଡ ଡେଭେଲପମେଣ୍ଟ ନାମରେ ଦୁର୍ନୀତି, ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା…
ବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଜମି ସମତୁଲ ଯୋଜନାରେ ଦୁର୍ନୀତି । ଏହି ଯୋଜନାରେ ଜଣେ ହିତାଧିକାରୀଙ୍କ ଟଙ୍କା ଅନ୍ୟ ଜଣେ ହିତାଧିକାରୀଙ୍କ ଆକାଉଣ୍ଟକୁ ଚାଲିଗଲା । ତେବେ ପ୍ରକୃତ ହିତାଧିକାରୀଙ୍କୁ ଭୁଆଁ ବୁଲାଇ ଦେଲେ ସରକାରୀ କର୍ମଚାରୀ । ସରକାରୀ କର୍ମଚାରୀ ଓ ଗାଁ କୁଜି ନେତା ତଥା କିଛି ମୁଷ୍ଟିମେୟ ଲୋକେ ଏଥିରେ ସାମିଲ ହୋଇ ସରକାରୀ ଅର୍ଥକୁ ବାଟମାରଣା କରୁଥିବା ଅଭିଯୋଗ ହୋଇଛି । ଏଭଳି ଚଞ୍ଚକତା ଘଟଣା ଘଟିଛି […]