ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଠିକାଦାରୀକୁ ନେଇ ବିବାଦ
ତାତିଲେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟବେଗୁନିଆପଡା, (ଫ୍ରିଟୁସ୍ପିକ୍/ ବାପୁନି କୁମାର ମାଲୁ) : ହାଇସ୍କୁଲରେ ଠିକା କାମ ଦାୟିତ୍ୱ ନେଇଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଦ୍ୟାଳୟର ପରିଚାଳନା କମିଟି । ପୂର୍ବରୁ ୫ ଟିରେ ବିଭିନ୍ନ କାମ ନିମ୍ନ ମାନର କରି ବିବାଦରେ ଥିବା ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ପୁଣି ବିଦ୍ୟାଳୟର ଠିକା କାମ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟମାନେ । […]