ପୁରୀର ସୁନା ଝିଅ ମାମୁନ୍ ଦାଶଙ୍କ କାହାଣୀ ନାରୀଜାତି ପାଇଁ ପ୍ରେରଣା…
ବର୍ତ୍ତମାନ ସମୟରେ ଗ୍ରୁମିଂ କାହାକୁ ବା ପସନ୍ଦ ନୁହେଁ । ସୌନ୍ଦର୍ଯ୍ୟ ପ୍ରତିଟି ନାରୀ ଜୀବନର ଅଳଙ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ସୋନ୍ଦର୍ଯ୍ୟକରଣ ପଛରେ ଥିବା ଜଣେ ମୁକ୍ତା ହେଉଛନ୍ତି ମାମୁନ୍ ଦାଶ । ଜଣେ ସାଧାରଣ ଝିଅରୁ ଜଣେ ସଫଳ ଉଦ୍ୟୋଗୀ ଓ ପରେ ପରେ ନାରୀ ଜାତି ପାଇଁ ପ୍ରେରଣା ସାଜିଛନ୍ତି ପୁରୀର ଗର୍ବ ମାମୁନ୍ ଦାଶ ଓରଫ୍ ହରସ୍ମିତା ଦାଶ । ପୁରୀ ସହରରେ ବ୍ରାହ୍ମଣ ସମ୍ପ୍ରଦାୟରେ […]