ଭାଲୁ ଆକ୍ରମଣରେ ନାବାଳକ ଗୁରୁତର…
ନୂଆପଡ଼ା : ଭାଲୁ ଆକ୍ରମଣରେ ନାବାଳକ ଗୁରୁତର । ଗୁରୁତର ନାବାଳକ ଏବେ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଭଏଷାଦାନୀ ଅଧିନସ୍ଥ କାଠଫେର୍ ଗାଁର ସୁଶାନ୍ତ ପହରିଆ ଓ ତାଙ୍କର ବଡ ଭାଇ ସୁକଲାଲ ପହରିଆ ନିକଟସ୍ଥ କୁମ୍ଭେଡ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ଏହି ସମୟରେ ଚାରୋଟି ଭାଲୁ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ତେବେ ବଡ଼ ଭାଇର ଉପସ୍ଥିତ ବୁଦ୍ଧି ଯୋଗୁଁ […]