ଓଡିଶା

ଜନଶୁଣାଣୀରେ ନାହାନ୍ତି ଜନତା ଏବଂ ଜନପ୍ରତିନିଧି । ଓଡାପଡାରେ ଚାଲିଛି ଅନ୍ଧାରୀ ଶାସନବ୍ୟବସ୍ଥା

ଓଡ଼ାପଡ଼ା (ଗୋପବନ୍ଧୁ ବାରିକ): ବ୍ଲକ କାର୍ଯ୍ୟାଳୟରେ ଚାଲିଥିଲା ଜନଶୁଣାଣୀ । ହେଲେ ସେଠାରେ ନା ଥିଲେ ଜନତା ନା ଜନପ୍ରତିନିଧି । ଏଠି ପ୍ରଶ୍ନ କାହା ଉଦ୍ଦେଶ୍ୟରେ ଶୁଣାଣୀ କରୁଥିଲା ବ୍ଲକ ପ୍ରଶାସନ । ବ୍ଲକସ୍ତରୀୟ ବୈଠକରେ ଯଦି ଜନପ୍ରତିନିଧି ସାମିଲ ହେବେ ନାହିଁ ତେବେ ନିର୍ବାଚିତ ସଦସ୍ୟଙ୍କ କାମ କଣ ? ଗଣତନ୍ତ୍ର ଶାସନ ସମୟରେ ପ୍ରଶାସନିକ ଅଧିକାରୀ କଣ ଭୁଲିଯାଉଛନ୍ତି ତାଙ୍କର କର୍ତ୍ତବ୍ୟ ? ଲୋକଙ୍କ ବିନା ଲୋକପ୍ରତିନିଧିଙ୍କ ପରାମର୍ଶ ବିନା କାଗଜ କଲମରେ […]