ଓଡିଶା

ଭୁବନେଶ୍ୱରରୁ ଜୟପୁରକୁ କେବେଠାରୁ ନିୟମିତ ବିମାନ ସେବା ଆରମ୍ଭ ହେବ କାହା ପାଖରେ ନାହିଁ ଉତ୍ତର; ବିନା ଯାତ୍ରୀରେ ପରୀକ୍ଷମୂଳକ ଭାବେ ଭୁବନେଶ୍ୱରରୁ ଜୟପୁରକୁ ଉଡିଲା ବିମାନ,

ଜୟପୁରରୁ ନିୟମିତ ବିମାନ ସେବା ଆରମ୍ଭ ନେଇ ଏବେ ବି ଲାଗି ରହିଛି ଅନିଶ୍ଚିତତା । ପରୀକ୍ଷା ମୂଳକ ଭାବେ ଆଜି ୯ ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ଉଡାଣ ଭରିଥିଲେ ବି ଆଜି ଯାଏଁ DGCA ର ଅନୁମତି ମିଳିଲା ନାହିଁ । ସେହିପରି ଏୟାରପୋର୍ଟ  ଭିତ୍ତିଭୂମିରେ କିଛି ତ୍ରୁଟିଥିବା କଥା ମଧ୍ୟ ଆଜିର ପରୀକ୍ଷା ମୂଳକ ଉଡାଣରେ ସାମ୍ନାକୁ ଆସିଛି । ଏସବୁ ତ୍ରୁଟି ସୁଧାରିବା ପରେ ହିଁ ନିୟମିତ ବିମାନସେବା […]