ନ୍ୟାଚୁରାଲ୍ସର ୭୦୦ତମ ଷ୍ଟୋର ଓ ରାଜ୍ୟର ୧୫ତମ ଷ୍ଟୋର କଳିଙ୍ଗ ନଗରରେ ଉଦଘାଟିତ
ଦେଶରେ ନ୍ୟାଚୁରାଲ୍ସର ୭୦୦ତମ ଷ୍ଟୋର ଓ ରାଜ୍ୟର ୧୫ତମ ଷ୍ଟୋର କଳିଙ୍ଗ ନଗର, ଭୁବନେଶ୍ୱରରେ ଖୋଲାଗଲା । ଏଠାରେ ହେୟାର କଟ୍, ଦାଢି ସଜେଇବା, କେଶର ଯନô ନିମନ୍ତେ ଟ୍ରିଟ୍ମେଣ୍ଟ, ହେୟାର ଷ୍ଟେଟ୍ନିଙ୍ଗ, ହେୟାର କଲରିଂ, ବ୍ରାଇଡ଼ାଲ ଓ ଗ୍ରୁମ୍ ମେକଅପ୍ ସହ ପେଡିକୁ୍ୟର ଓ ମେନିକୁ୍ୟରର ସୁବିଧା ସୁଲଭ ମୂଲ୍ୟରେ ମିଳିପାରିବ । ନ୍ୟାଚୁରାଲ୍ସ୍ ଭୁବନେଶ୍ୱର ସର୍ବଦା ଉତ୍ତମ ସର୍ଭିସ୍ ଓ ସ୍ୱାସ୍ଥ୍ୟକର ପରିବେଶରେ ଗ୍ରାହକ ମାନଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇଥାଏ । ନ୍ୟାଚୁରାଲ୍ସ୍ ସାଲୋନ୍ […]