ଓଡିଶା

ବସୁଧା ଯୋଜନା ଏବେ ବସୁଧାରେ ଲୀନ । ପାଣି ପାଇଁ ଡହଳ ବିକଳ ସାଧାରଣ ଜନତା…

ଗଜପତି : ବସୁଧା ଯୋଜନା ଏବେ ବସୁଧାରେ ଲୀନ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକଳ୍ପମାନ କରିଛନ୍ତି । ଏବଂ ଏଥିପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ କରୁଛନ୍ତି । ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସରକାରଙ୍କ ଜନହିତକର ପ୍ରକଳ୍ପ ଜନସାଧାରଣଙ୍କ କାମରେ ଆସୁନି । ଏପରି ସ୍ଥଳେ ବିଭାଗୀୟ ଯନ୍ତ୍ରୀ […]