ଓଡିଶା ବ୍ୟବସାୟ

ମହିଳା ଉଦ୍ୟୋଗୀ ଏବଂ ଜନମଙ୍ଗଳ ତଥା ତାଙ୍କ ପରିଚାଳନା ଉପରେ କାର୍ଯ୍ୟ କରିବ ବ୍ଲୁ ଡ୍ରେକ୍ ଏକାଡେମୀ…

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କୋଳଥିଆ ଆମ୍ରି ହସ୍ପିଟାଲ ରାସ୍ତାରେ ବ୍ଲୁ ଡ୍ରେକ୍ ଏକାଡେମୀର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସମାଜସେବୀ ଶୁଭଶ୍ରୀ ଦାସ, ଶିଳ୍ପଦ୍ୟୋଗୀ ସଂଘମିତ୍ରା ମୁଦୁଲି, ସୁନୀଲ ନାୟକଙ୍କ ସହିତ କୋଳଥିଆର କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ ଯୋଗ ଦେଇଥିଲେ । ୟୁନିଭରସିଟି ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବ୍ଲୁ ଡ୍ରେକ୍ ଏକାଡେମୀ ମହିଳା ଉଦ୍ୟୋଗୀ ଏବଂ ଜନମଙ୍ଗଳ ତଥା ତାଙ୍କ ପରିଚାଳନା ଉପରେ କାର୍ଯ୍ୟ କରିବ । ଏଥିରେ […]

ଓଡିଶା ମନୋରଞ୍ଜନ

ବର୍ଷାଙ୍କୁ ଟଙ୍କା ପଠାଇଲେ ଅନୁଭବ…

କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ଷାଙ୍କ ରହଣି ବାବଦରେ ଟଙ୍କା ଦେଲେ ଅନୁଭବ ମହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ପଠାଇ କୋର୍ଟଙ୍କୁ ଜଣାଇଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ବିକଳ୍ପ ରହଣି ପାଇଁ ଅନୁଭବ ଏହି ଟଙ୍କା ଦେଇଛନ୍ତି । ପ୍ରଥମ କିସ୍ତି ଟଙ୍କା ପାଇଥିବାରୁ ଏବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଷାଙ୍କୁ ୨ ମାସ ମଧ୍ୟରେ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ପଡ଼ିବ । […]