ଓଡିଶା

ଚାଲିଛି ଏନ୍ଏସି ନିର୍ବାଚନ, ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର

ଚାଲିଛି ଢେଙ୍କାନାଳ ଏନ୍ଏସି ପାଇଁ ମତଦାନ । ସେପଟେ ବରଗଡ଼ ଜିଲ୍ଲା ଅତାବିରାରେ ମଧ୍ୟ ଚାଲିଛି ମତଦାନ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ହିନ୍ଦୋଳ ଏନ୍ଏସି ପାଇଁ ୩ ଜଣ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହ ୫୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ମୋଟ୍ ୧୬ଟି ୱାର୍ଡର ୯ ହଜାର ୮୭୨ ଜଣ ଭୋଟର ଆଜି ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି […]