ମିସ୍ ଯୁନିଭର୍ସ ଟାଇଟେଲ୍ ହାତେଇବା ଲକ୍ଷ୍ୟରେ ଓଡିଶା…
ଓଡିଶାରେ ପ୍ରଥମ ଥର ଆୟୋଜିତ ହୋଇଛି ମିସ୍ ୟୁନିଭର୍ସ ଓଡିଶା ଭୁବନେଶ୍ୱର, (ଏଫ୍ ଟୁ ଏସ୍) : ସୌନ୍ଦର୍ଯ୍ୟ ଜଗତରେ ଏବେ ବିଶ୍ବରେ ସ୍ଥାନିତ ହେବାର ସ୍ବପ୍ନ ନେଇ ଆଗେଇଛି ଓଡିଶା । ଏହି ସ୍ରୋତରେ ସାମିଲ ହୋଇଛନ୍ତି ରାଜ୍ୟର ୧୬ ଜଣ ସୁନ୍ଦରୀ । ଓଡିଶାରେ ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ଓଡିଶା, ମିସ୍ ୟୁନିଭର୍ସ ଇଣ୍ଡିଆ ପାଇଁ ଏହାର ପ୍ରଥମ ପ୍ରତିନିଧି ଚୟନ କରିବାକୁ ଯାଉଛି । ହୁଏତ ଚଳିତଥର ମିସ୍ ୟୁନିଭର୍ସର […]